Posted inଫୁରସତ

ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ

ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। କୃଷକ ଜଣକ ପ୍ରତିଦିନ ଜମିରେ କାମ କରିବାକୁ ଯାଇଥା’ନ୍ତି। ମାତ୍ର ହଠାତ୍‌ ଗାତ ଖୋଳୁଥିବା ବେଳେ ତାଙ୍କ କୋଦାଳରେ କିଛି ଜିନିଷ ବାଜିବା ପରି ଲାଗିଲା। ସେ ଏହାକୁ କୌଣସି ପଥର ଭାବି ଏଡ଼ାଇ ଯାଇଥିଲେ। ପରେ ଯେତେବେଳେ ଖୋଳିଲେ ଏହି ପୁରୁଣା ମୂର୍ତ୍ତିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଶୁଣିବା ପରେ ଗ୍ରାମବାସୀଙ୍କ ଭିଡ଼ ଲାଗିଛି। ଏହା ଦ୍ୱିତୀୟ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି। ଏହା ପଞ୍ଚମୁଖୀ ଶିବଲିଙ୍ଗର ଏକ ଅଂଶ ହୋଇଥିବା ବେଳେ ମୂର୍ତ୍ତିଟି ଲାଲ୍‌ ପଥରେ ତିଆରି ହୋଇଛି। କୁହାଯାଏ, ମୂର୍ତ୍ତିଟି ଗୁପ୍ତ କାଳରେ ହିଁ ତିଆରି କରାଯାଇଛି। କାରଣ ବାରାଣସୀ ଏବଂ ସାରନାଥ ଲାଲ୍‌ ପଥରର କଳାକୃତି ପାଇଁ ପ୍ରସିଦ୍ଧ। ତେଣୁ ଏହି ମୂର୍ତ୍ତି ପ୍ରାଚୀନ କଳାକୃତିକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ...

୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…

କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍‌ ୮୮୭...

ହୋୟା ବସୁ ସବୁଠୁ ଭୟଙ୍କର ଜଙ୍ଗଲ

ବୁଚାରେଷ୍ଟ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସିଲଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ...

ଅବହେଳିତ କ୍ରୀଡ଼ାବିତ୍‌

ଏମାନେ କ୍ରୀଡାବିତ। ଦେଶ ପାଇଁ ଖେଳିବା ଆଉ ଗୌରବ ଆଣିବା ଏମାନଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟ ପାଇଁ ସେମାନେ ଦିନରାତି ଏକ କରି ଦିଅନ୍ତି। ସବୁ...

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

ଦୀପାବଳି ପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ଲଗାନ୍ତୁ

ଆଲୋକର ପର୍ବ ଦୀପାବଳି। ଅଧର୍ମ ଓ ଅସତ୍ୟ ଉପରେ ବିଜୟ ହିଁ ଦୀପାବଳି। ଏହି ଦିନ ରାମ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ...

ଶଙ୍ଖ ଫୁଙ୍କିବାକୁ ନେଇ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ବୋଲ୍ଡ୍‌ ଲୁକ୍‌ ପାଇଁ ସେ ବେଶ୍‌ ଜଣାଶୁଣା। ତାଙ୍କର ଏକ ଝଲକ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଥାନ୍ତି।...

କ୍ଷଣକରେ ପ୍ରାଣୀଙ୍କର ଜୀବନ ନେଇପାରେ ଏହି ଗଛ

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହୋଗବିଜ’ ବା କିଲର...

Advertisement
Archives

Model This Week