ଚୋରି ମୋବାଇଲ ଜବତ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର, ୪ା୯(ସ୍ବ.ପ୍ର.): କେନ୍ଦୁଝର ସହର ଆର୍‌ଟିଓ ଅଫିସ ସମ୍ମୁଖ ହେଲୋ ହୋମ ନାମକ ଏକ ମୋବାଇଲ ଦୋକାନରୁ ଅଗଷ୍ଟ ୨୬ରେ ମୋବାଇଲ ଫୋନ ଚୋରି ହୋଇଥିଲା। ଟାଉନ ଥାନା ପୋଲିସ ଏହି ଘଟଣାରେ ୨ ଚୋରଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ମୋବାଇଲ, ଚାର୍ଜର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଟପୁର ସାହିର ସୁରଜ ନାଏକ ଓ ତୋଫାନ ନାଏକ। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ତେବେ ଚୋରି ପରେ ଅଭିଯୁକ୍ତଦ୍ୱୟ ଗୁହାଳ ଚଟୁଆ ଗ୍ରାମରେ ମୋବାଇଲ ଖୋଳ ବାହାର କରି ଏକ ବ୍ୟାଗରେ ଆଣି ବିକିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଥିଲେ। ଏନେଇ ପୋଲିସ (ମାମଲା ନଂ-୨୩୩/୨୦୧୯) ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ କ୍ୟାମ୍ପରେ ୫୦ ଜଣଙ୍କ ସ୍ବାବ ସଂଗ୍ରହ

ବଇଣ୍ଡା, ୧୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନମୁନା ସଂଗ୍ରହ ଓ ପରୀକ୍ଷାକୁ ବ୍ୟାପକ କରିବାକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଛି।...

ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ...

ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୋଡ଼ା,୩ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଧନୁର୍ଜୟପୁର ଧୀବର ସାହିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୌରାଙ୍ଗ ପାଢ଼ୀ।...

ଅଭିଯୋଗ ପରେ ବିବାହ କଲେ ପ୍ରେମିକ

ନିମାପଡ଼ା,୨୮ା୫(ଡି.ଏନ.ଏ.): ପ୍ରଥମେ ବିବାହ ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀଜଣକ ଅନ୍ତଃସ୍ବତ୍ତା ହେବାପରେ ପ୍ରେମିକ ବିବାହ ହେବା ପାଇଁ ମନା କରିଦେଇଥିଲେ। ଏ ନେଇ...

ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।...

ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ...

ସରକାରୀ କର୍ମଚାରୀଙ୍କୁ ସଦରମହକୁମା ଛାଡ଼ିବା ମନା

ଗଞ୍ଜାମ,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ସଦରମହକୁମା ନ ଛାଡ଼ିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାମ ଥିଲେ ବିଭାଗୀୟ...

Advertisement
Archives

Model This Week