ଚୈତ୍ରପର୍ବ, ବାରୁଣୀ ସ୍ନାନରେ କଟକଣା

ଆସିକା,୧୭ା୩(ଡି.ଏନ୍‌.ଏ.)

କରୋନା ମୁକାବିଲା ନେଇ ସୋମବାର ଆସିକା ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷା ସୁଜାତା ସ୍ବାଇଁ, ବିଡିଓ ପ୍ରଦୀପ କୁମାର ପଣ୍ଡା, ତହସିଲଦାର ସଦାନନ୍ଦ ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ ା
କରୋନା ସତର୍କତାମୂଳକ ବ୍ୟବସ୍ଥା ସମ୍ପର୍କରେ ସାଧାରଣରେ ସଚେତନତା ଦୃଷ୍ଟି ଦିଗରେ ପଞ୍ଚାୟତ ପ୍ରତିନିଧିମାନେ ତପତ୍ର ହେବାକୁ ପରାମର୍ଶ ଦିଆଯାଇଥିଲା ା
ମଙ୍ଗଳବାର ମା’ଖମ୍ବେଶ୍ୱରୀଙ୍କ ଚୈତ୍ରପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ ଲଗାଯାଇଥିଲା ବେଳେ ଆସନ୍ତା ୨୧ ଓ ୨୨ ତାରିଖରେ ହେବାକୁ ଥିବା ବାରୁଣୀ ସ୍ନାନ ଓ ୨୭ ଓ ୨୮ ତାରିଖରେ ଧୋବାପଲ୍ଲୀଠାରେ ହେବାକୁ ଥିବା ରାଜମା ଠାକୁରାଣୀଙ୍କ ଯାତ୍ରା ଲାଗି ମଧ୍ୟ କଟକଣା ଜାରି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ

ଆସିକା,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା।...

ଋଷିକୂଲ୍ୟା ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ, ୨୬।୯(ଡି.ଏନ୍‌.ଏ .): ଗଞ୍ଜାମ ଥାନା ଐତିହାସିକ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି l...

ପ୍ରଶାସନ ମିଳିତ ଟିମ୍‌ର ଚଢ଼ାଉ, କାଗଜପତ୍ର ଜବତ

ବ୍ରହ୍ମପୁର ଅଫିସ, ୨୦ା୨ – ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗୁରୁଦେବ ହସ୍‌ପିଟାଲରେ ସୋମବାର ରାତିରେ ଚିକିତ୍ସା ଅବହେଳାରୁ ଜଣେ...

ଗଞ୍ଜାମ ଜିଲାରେ ଖାତା ଖୋଲିନି କଂଗ୍ରେସ

ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ...

ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ଦିଗପହଣ୍ଡି,୨୧।୨(ଡି.ଏନ୍‌.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି...

ବାପ ପୁଅଙ୍କୁ କାତିରେ ଆକ୍ରମଣ, ଜଣେ ଅଟକ

ବୁଗୁଡ଼ା,୨୩ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାରର ବାପ ଓ ପୁଅକୁ କାତିରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗଁାର...

ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ନିର୍ବାଚିତ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ଉପାଧ୍ୟକ୍ଷା ଭାବେ ବିଜେଡି ଦଳର ସୁଚିତ୍ରା ପଣ୍ଡା ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୧ଓ୍ବାର୍ଡ ବିଶିଷ୍ଟ ପୌର...

ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି,୩୦ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟିପେଣ୍ଠର ଅଧିଷ୍ଠାତ୍ରୀ ଦେବୀ ମା’ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଶନିବାରରୁ ଆରମ୍ଭ ହୋଇଛି। ସକାଳେ ମା’ଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ, ମାର୍ଜନା ପୂଜାର୍ଚ୍ଚନା...

Advertisement
Archives

Model This Week