ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା ଭାଇରାଲ ହୋଇଛି। ଏଥିରେ ତାଙ୍କର ଗେଟ୍‌ ଅପ୍‌କୁ ବେଶ୍‌ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ଆଲିୟା କହନ୍ତି, ‘ସଞ୍ଜୟ ଲୀଲା ଭଁସାଲୀଙ୍କ ପରି ନିର୍ଦ୍ଦେଶକଙ୍କ କ୍ୟାମ୍ପରେ କାମ କରିବା ସୁଯୋଗ ଭାଗ୍ୟରେ ଥିଲେ ମିଳେ। ମୁଁ ପ୍ରଥମ ଥର ପାଇଁ ତାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବି। ଗତବର୍ଷ ଦର୍ଶକ ମୋ ଅଭିନୀତ ‘ରାଜି’କୁ ଗ୍ରହଣ କରିଥିଲେ ଏହି ଫିଲ୍ମଟି ମୋତେ ବେଶ୍‌ ମାଇଲେଜ ଦେଇଛି। ତା’ପରେ ଏବେ ‘ଗାଙ୍ଗୁବାଈ କାଠୁଆଓ୍ବାଡି’ରେ ଅଭିନୟ କରିବି। ତେଣୁ ଏହି ଫିଲ୍ମଟି ମଧ୍ୟ ମୋ କ୍ୟାରିୟରରେ ସ୍ମରଣୀୟ ହୋଇ ରହିବ। ଏହାର ଫାଷ୍ଟ ଲୁକ୍‌ ଏବେ ଭାଇରାଲ ୍‌ହୋଇଛି। ଏଣିକି ମୋର କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସତର୍କ ହେବାକୁ ପଡିବ।’ ଏହି ଫିଲ୍ମଟି ଚଳିତବର୍ଷ ସେପ୍ଟେମ୍ବର ୧୧ରେ ରିଲିଜ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଡିଜାଇନ୍‌ର ଡ୍ରେସ୍‌ ପାଇଁ ପଇସା ନ ଥିଲା’

ମୁମ୍ବାଇ: ୧୯୯୪ ମସିହାରେ ସୁସ୍ମିତା ସେନ୍‌ ମିସ୍‌ଇଣ୍ଡିଆ କଣ୍ଟେଷ୍ଟ ଜିତିଥିଲେ। ଗତ କିଛିଦିନ ତଳେ ସେ ତାଙ୍କର ପୁରୁଣା ଦିନର ଏକ ଭିଡିଓ ଶେୟାର କରିଥିଲେ।...

ପାକିସ୍ତାନରୁ ଫେରି ଓ୍ବାଘା ବର୍ଡରରେ ମିକାଙ୍କ ଭାରତମାତାର ଜୟଗାନ, ଟ୍ରୋଲ କଲେ ଫ୍ୟାନ୍‌

ବଲିଉଡ୍‌ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। କେବେ ଫେରିଛନ୍ତି ସେ ସମ୍ପର୍କରେ ଜଣାନାହିଁ। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ...

କପିଲଙ୍କ ହାତରେ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଥାଏ। ପ୍ରତି ଶନିବାର ଏବଂ ରବିବାରରେ କପିଲ ଶର୍ମା ତାଙ୍କ ଶୋ’ ମାଧ୍ୟମରେ ପ୍ରଶଂସକଙ୍କୁ...

‘୮୩’ରେ ଦୀପିକା ପାଦୁକୋନ

ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ।...

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

ଇଡିରେ ହାଜର ହେଲେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ ବୁଧବାର ଇଡିରେ ହାଜରେ ହେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହୋଇଛନ୍ତି। ସୁକେଶ ଚନ୍ଦ୍ରଶେଖର...

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ...

ଐଶ୍ୱର୍ଯ୍ୟାଙ୍କ ସହ କାମ କରିଥିବା ଏହି ଶିଶୁ କଳାକାର ଏବେ ସୁପରଷ୍ଟାର

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜେନିଫର୍‌ ଓ୍ବିଙ୍ଗେଟ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଜେନିଫର୍‌ ଶିଶୁ କଳାକାର ଭାବରେ ବଲିଉଡ୍‌ ଫିଲ୍ମରେ ମଧ୍ୟ...

Advertisement
Archives

Model This Week