Posted inଜାତୀୟ

ଚିଦାମ୍ବରମ୍‌ ପୃଥିବୀ ଉପରେ ବୋଝ: ପଲାନିସ୍ବାମୀ

ଚେନ୍ନାଇ,୧୩।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କଂଗ୍ରେସର ବରିଷ୍ଠ ସଦସ୍ୟ ପି. ଚିଦାମ୍ବରମ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ୍‌ ପୃଥିବୀ ଉପରେ ଏକ ବୋଝ ବୋଲି ସେ କହିଛନ୍ତି। ଚିଦାମ୍ବରମ୍‌ କେନ୍ଦ୍ର ମନ୍ତ୍ରୀ ଭାବେ କଂଗ୍ରେସ ଅମଳରେ ଅନେକ ବର୍ଷ ରହିଥିଲେ। ତେବେ ରାଜ୍ୟର କୌଣସି ସମସ୍ୟାର ସମାଧାନ ଦିଗରେ ଚିଦାମ୍ବରମ୍‌ ପଦକ୍ଷେପ ଗ୍ରହଣ କରି ନାହାଁନ୍ତି କାବେରୀ ବିବାଦର ସମାଧାନ ପାଇଁ ତାଙ୍କର କେବେ ମଧ୍ୟ ଆଗ୍ରହ ନ ଥିବା ପଲାନିସ୍ବାମୀ ଅଭିଯୋଗ କରିଛନ୍ତି। ପଲାନୀସ୍ବାମୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୨ରେ ହଟିବେ ଦିଦି: ମୋଦି

କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି...

କରୋନାରେ ୨୦ ଦିନର ଶିଶୁ ମୃତ

ଜୟପୁର,୪ା୫: ରାଜସ୍ଥାନର ଜୟପୁର ସହରରେ ୨୦ ଦିନର ଶିଶୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ସମ୍ଭବତଃ ବିଶ୍ୱରେ ସର୍ବକନିଷ୍ଠ...

ଗିରୀଶ ମୁର୍ମୁ ଆଇପିୟୁ ଏକ୍ସଟରନାଲ ଅଡିଟର ନିର୍ବାଚିତ

ନୂଆଦିଲ୍ଲୀ, ୨୧।୧୧: ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଜେନେଭାସ୍ଥିତ ଇଣ୍ଟରପାର୍ଲାମେଣ୍ଟାରୀ ୟୁନିୟନ (ଆଇପିୟୁ)ର ଏକ୍ସଟରନାଲ ଅଡିଟର ନିର୍ବାଚିତ ହୋଇଛନ୍ତି।...

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର  ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ...

ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍‌: ନେଲେ ଶପଥ

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି।...

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

ବନ୍ଧୁକ ଧରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଶ୍ରୀନଗର,୧୭।୭: ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲଦାଖ ସ୍ଥିତ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟରେ ପହଞ୍ଚିବା ପରେ ପ୍ରତିରକ୍ଷା...

ଭାରତ-ବାଂଲାଦେଶ ସୀମାରେ ୨୦୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

କରିମଗଞ୍ଜ୍‌,୩।୧: ଭାରତ ଏବଂ ବାଂଲାଦେଶ ସୀମାରେ ଏକ ୨୦୦ ମିଟର ଲମ୍ବ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଆସାମର କରିମଗଞ୍ଜ୍‌ ଅଞ୍ଚଳର ବଲିଆଠାରେ ପୋଲିସ ପକ୍ଷରୁ ଏହାକୁ...

Advertisement
Archives

Model This Week