Posted inଫୁରସତ

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’ ପସନ୍ଦ ଥାଏ। ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଗ୍ରୀନ୍‌ ଟି, ବ୍ଲାକ୍‌ ଟି ପିଉଥିବା ବେଳେ ଅନ୍ୟମାନେ କ୍ଷୀର ପକା ସ୍ବାଦିଷ୍ଟ ଚା’ ପସନ୍ଦ କରନ୍ତି। ଚା’ର ଅନେକ ପ୍ରକାର ବି ରହିଛି। ତେବେ ନିକଟରେ ଏମିତି ଚା’ ଆସିଛି ଯାହା ନିଶାସକ୍ତ ବ୍ୟକ୍ତିଙ୍କୁ ନିଶ୍ଚୟ ଭଲ ଲାଗିବ। କାରଣ ଏହାର ସ୍ବାଦ ବିୟର ପରି। ହେଲେ ଏଥିରେ ଆଲକୋହଲ୍‌ ଆଦୌ ନାହିଁ। ‘ଭିକ୍ଟୋରିଆ ବିଟର୍‌’ ନାମକ ଅଷ୍ଟ୍ରେଲୀୟ ବିୟର କମ୍ପାନୀ ଏହାକୁ ତିଆରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳୁ ମିଳିଲା ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା

ଜେରୁଜେଲମ୍‌,୨।୧: ଇସ୍ରାଏଲର ୟଓ୍ବନ ସହରରୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉଥିବା ଏକ ଖନନ ସମୟରେ ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଏକ ଛୋଟ...

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ...

ବର୍ଷା ଛାଡ଼ିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ

ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା...

ମଇଁଷି ଗର୍ଭବତୀ ହେବାରୁ ଗାଁରେ ପାଳନ ହେଲା ଉତ୍ସବ

ଛତିଶଗଡ଼ରେ ଏବେ ପଶୁପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଏଠାରେ ଥିବା ଉଦନ୍ତି ଅଭୟାରଣ୍ୟର ଗୋଟିଏ ବଣୁଆ ମଇଁଷି ଗର୍ଭବତୀ ହୋଇଛି। କଥାଟା ଟିକେ ଅଡୁଆ...

ଜାଣନ୍ତି ଆଜିପର୍ଯ୍ୟନ୍ତ କାହିଁକି ପାଣିରୁ ବାହାର କରାଯାଇନାହିଁ ଟାଇଟନିକ୍‌ ଜାହାଜ

ଟାଇଟନିକ୍‌ ଜାହାଜ ବିଷୟରେ ଜାଣିଥିବେ ନିଶ୍ଚିତ। ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା। ଟାଇଟନିକ୍‌ ବିଶ୍ୱର ବୃହତ୍ତମ ଜାହାଜ ଭାବେ ପରିଚିତ ହେବା ଆଜକୁ ୧୦୮...

୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ

ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ...

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *