ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି କିଲୋ ପିଛା ୫୦ ହଜାର ଟଙ୍କାରେ ନିଲାମ ହୋଇଛି। ଏହାକୁ ଲୋକେ ମନୋହରି ଚା’ କହିଥାନ୍ତି। ଗତ ବର୍ଷ ଏହା କିଲୋପିଛା ୩୯ ହଜାର ଟଙ୍କାରେ ନିଲାମ ହୋଇଥିଲା। ଆସାମ ଦେବ୍ରୁଗଡ଼ ଚା’ ବଗିଚା ପକ୍ଷରୁ ଏହି ମୂଲ୍ୟବାନ ଚା’ ପତି ମାତ୍ର ୫ କିଲୋ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଏହାକୁ ଅତି ସାବଧାନରେ ସ୍ବତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ। ଏହି ଚା’ପତିର ଚାହିଦା ପୃଥିବୀସାରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୭: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣକୁ ନେଇ ସାଧାରଣ ଜନତା ଭୟଭିତ ଅଛନ୍ତି। ଅନ୍ୟପଟେ ଏହି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗ୍ରେଟର ନଏଡାର...

କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍‌ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍‌ ଓକୁବୋ ଜିଲାରେ...

କୁମ୍ଭମେଳାରେ ପ୍ରତିଦିନ ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ

ଡେରାଡୁନ୍‌, ୭।୧୦: ଆଗକୁ କୁମ୍ଭମେଳା ଆସୁଛି। ୨୦୨୧ ଜାନୁୟାରୀ ୧୪ରେ କୁମ୍ଭମେଳାର ଆରମ୍ଭ ହେବ। ଏହି ସମୟରେ ପ୍ରତିଦିନ ୩୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ...

ଅଣ୍ଡରୱାର୍ଲଡ ସହ ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମନ୍ତ୍ରୀ ନଓ୍ବାବ ମଲିକ

ମୁମ୍ବାଇ,୨୩।୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ମୁମ୍ବାଇ ଅଣ୍ଡରଓ୍ବାଲର୍‌ଡ ସହ ବେଆଇନ ଟଙ୍କା ନେଣଦେଣ ମାମଲାରେ ବୁଧବାର ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ...

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ...

ପ୍ରିୟଙ୍କାଙ୍କ ସପକ୍ଷରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୫।୧୦: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିନା କୌଣସି ନିର୍ଦ୍ଦେଶରେ ଗିରଫ କରାଯିବା ଅସମ୍ବିଧାନିକ। ଏଭଳି କହି ଉତ୍ତରପ୍ରଦେଶରେ ରାଜନେତାଙ୍କୁ ଅଟକ ରଖାଯିବାକୁ ସମାଲୋଚନା...

ଅଯୋଧ୍ୟା ମୁହାଁ ମୁସଲମାନ ରାମଭକ୍ତ…

ନୂଆଦିଲ୍ଲୀ, ୨୭।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ମୁସଲମାନ ରାମଭକ୍ତ...

କେନ୍ଦ୍ର ନିୟନ୍ତ୍ରଣରେ ଓ୍ବେବ୍‌ ନ୍ୟୁଜ୍‌

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବେବ୍‌ ମିଡିଆ ପ୍ଲାଟ୍‌ଫର୍ମ ଓ ଅନ୍‌ଲାଇନ୍‌ରେ ପ୍ରଦର୍ଶିତ ଫିଲ୍ମ ତଥା ଅଡିଓ ଭିଜୁଆଲ କାର୍ଯ୍ୟକ୍ରମଗୁଡ଼ିକୁ ନିଜ ଅଧୀନକୁ ନେଇଛନ୍ତି।...

Advertisement
Archives

Model This Week