Posted inଫୁରସତ

ଘରେ ଶୋଇଥିଲେ ମହିଳା, ଛାତ ଫଟାଇ ପଡ଼ିଲା ଉଲ୍‌କାପିଣ୍ଡ; ତା’ ପରେ…

ଭାବିଲେ ଆପଣ ଘରେ ଶୋଇଥିବେ ଆଉ ରାତିରେ ଏକ ଉଲ୍‌କାପିଣ୍ଡ ସେହି କୋଠରିରେ ପଡ଼ିବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ? ଠିକ୍‌ ଏମିତି ଏକ ଘଟଣା ଘଟିଛି କାନାଡାର ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା ଜଣକ ଘରେ ରାତିରେ ଶୋଇଥିବା ବେଳେ ମହାକାଶରୁ ଏକ ଉଲ୍‌କାପିଣ୍ଡ ଆସି ତାଙ୍କ ବିଛଣାରେ ପଡ଼ିଥିଲା। ସେ ଭୟଭୀତ ହୋଇପଡ଼ିଥିଲେ।

ମହିଳା ଜଣକ କୁହନ୍ତି, ସେ ରାତିରେ ଘର ଭିତରେ ଏକୁଟିଆ ଶୋଇଥିଲେ। ଏହି ସମୟରେ କୋଠରି ଭିତରେ ହଠାତ୍‌ ଆଲୋକ ଜଳି ଉଠିଲା। ସେ ଉଠି ଘରର ଲାଇଟ୍‌ ଲଗାଇଲେ। ଦେଖିଲେ ତାଙ୍କ ତକିଆ ନିକଟରେ ଏକ ଉଲ୍‌କାପିଣ୍ଡ ପଡ଼ିଛି। ସେ ଉପରକୁ ଚାହିଁବାରୁ ଛାତରେ ଏକ କଣା ହୋଇଥିବା ଦେଖିବାକୁ ପାଇଥିଲେ। ଏଥିରେ ସେ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ଘଟି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି...

କୁକୁର ଛୁଆକୁ ସ୍ତନ୍ୟପାନ କରାଉଛି ମାଙ୍କଡ଼, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୩ ଫୁଟ୍‌ ୮ ଇଞ୍ଚର ଠେକୁଆ

ଡାରିଅସ୍‌ ଏକ ଠେକୁଆ। ହେଲେ ସାଧାରଣ ଠେକୁଆଠୁ ଏହା ଭିନ୍ନ। କାରଣ ଏହା ବେଶ୍‌ ବିରାଟକାୟ। ଆଉ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ଏହା ସବୁଠାରୁ ବଡ...

ଓଡ଼ିଶାର ଟେକ: ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ବିଶିଷ୍ଟ ବ୍ୟକ୍ତି ମନୋନୀତ

ଚଳିତ ବର୍ଷ ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଜ୍ଞାନପୀଠ ସାରସ୍ବତ ସାଧିକା ଡ. ପ୍ରତିଭା...

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ...

‘ନିସର୍ଗ’ ବାତ୍ୟାର ନାମ ଦେଇଥିଲା ଏହି ଦେଶ, ଜାଣନ୍ତୁ କେଉଁ ବାତ୍ୟାର ନାମକରଣ କରିଛି କେଉଁ ଦେଶ

୧୯୫୩ ମସିହାରେ ଆଟ୍‌ଲାଣ୍ଟିକ ସାଗରର ଦେଶମାନଙ୍କ ଦ୍ୱାରା ପ୍ରଥମେ ବାତ୍ୟାର ନାମକରଣ କରାଯାଇଥିଲା। ବର୍ତ୍ତମାନ ବିଶ୍ୱ ପାଣିପାଗ ସଂଗଠନ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ କେବଳ...

ଗୋଲକିପର୍‌ ବିଲେଇ

ନୂଆଦିଲ୍ଲୀ: ବିଲେଇ ପୁଣି ଗୋଲ୍‌ କିପିଂ କିରପାରେ! ଏକଥା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ହେଲେ ବିଲେଇର ଗୋଲ୍‌ କିପିଂ ଦକ୍ଷତାକୁ ଲୋକେ ଏବେ ସୋସିଆଲ୍‌...

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି...

Advertisement
Archives

Model This Week