Posted inଫୁରସତ

ଘରେ ଶୋଇଥିଲେ ମହିଳା, ଛାତ ଫଟାଇ ପଡ଼ିଲା ଉଲ୍‌କାପିଣ୍ଡ; ତା’ ପରେ…

ଭାବିଲେ ଆପଣ ଘରେ ଶୋଇଥିବେ ଆଉ ରାତିରେ ଏକ ଉଲ୍‌କାପିଣ୍ଡ ସେହି କୋଠରିରେ ପଡ଼ିବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ? ଠିକ୍‌ ଏମିତି ଏକ ଘଟଣା ଘଟିଛି କାନାଡାର ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା ଜଣକ ଘରେ ରାତିରେ ଶୋଇଥିବା ବେଳେ ମହାକାଶରୁ ଏକ ଉଲ୍‌କାପିଣ୍ଡ ଆସି ତାଙ୍କ ବିଛଣାରେ ପଡ଼ିଥିଲା। ସେ ଭୟଭୀତ ହୋଇପଡ଼ିଥିଲେ।

ମହିଳା ଜଣକ କୁହନ୍ତି, ସେ ରାତିରେ ଘର ଭିତରେ ଏକୁଟିଆ ଶୋଇଥିଲେ। ଏହି ସମୟରେ କୋଠରି ଭିତରେ ହଠାତ୍‌ ଆଲୋକ ଜଳି ଉଠିଲା। ସେ ଉଠି ଘରର ଲାଇଟ୍‌ ଲଗାଇଲେ। ଦେଖିଲେ ତାଙ୍କ ତକିଆ ନିକଟରେ ଏକ ଉଲ୍‌କାପିଣ୍ଡ ପଡ଼ିଛି। ସେ ଉପରକୁ ଚାହିଁବାରୁ ଛାତରେ ଏକ କଣା ହୋଇଥିବା ଦେଖିବାକୁ ପାଇଥିଲେ। ଏଥିରେ ସେ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ଘଟି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ କୁକୁଡ଼ା ଦେଉଛନ୍ତି ସବୁଜ ରଙ୍ଗ କେଶର ଥିବା ଅଣ୍ଡା, ଚକିତ ହେଉଛନ୍ତି ବୈଜ୍ଞାନିକ

ସାଧାରଣତଃ ଆମେ ଖାଉଥିବା ଅଣ୍ଡାର କେଶର ହଳଦିଆ ଥାଏ। ହେଲେ ଯଦି ଆପଣଙ୍କୁ କୁହାଯାଏ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ମଧ୍ୟ ଏବେ ବଜାରରେ...

ବିନା ପାଣିରେ ଗୋଟିଏ ବର୍ଷ

ଜାକର୍ତ୍ତା,୧୫।୨: ପାଣି ବିନା କିଛି ଘଣ୍ଟା ବଞ୍ଚିବା ସମ୍ଭବ ହୋଇ ନ ଥାଏ। ତେବେ ଇଣ୍ଡୋନେସିଆର ଜଣେ ମହିଳା ଏକ ବର୍ଷ ଧରି ବିନା ପାଣିରେ...

ବିଷ ସେବନ କରୁଥିବା ଶାସକ

ଗୁଜରାଟ ସଲତ୍‌ନତ୍‌ର ଜଣେ ଶକ୍ତିଶାଳୀ ଶାସକ ହେଲେ ମହମୁଦ ବେଗଡ଼ା, ଯିଏ କି ମାତ୍ର ୧୩ ବର୍ଷ ବୟସରେ ଶାସନଭାର ନିଜ ହାତକୁ ନେଇଥିଲେ। ଆଉ...

ଏହି ଦେଶର କଠୋର ନିୟମ : ଓଜନ କମ୍‌ ବେଶି ହେଲେ କରିବାକୁ ପଡ଼ିବ ନୂଆ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ।...

ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ

ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍‌ ଆଉ ହ୍ବାଟ୍ସଆପ୍‌ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍‌। ଆଉ ପ୍ରତ୍ୟେକଙ୍କ...

କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା...

୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ

ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର...

ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ...

Advertisement


Archives

Model This Week