ଘରେ ବସି ମିଳିବ ଜରୁରୀ ସାମଗ୍ରୀ: ପ୍ରଶାସନ ଜାରି କଲା ହେଲ୍ପଲାଇନ୍‌ ନମ୍ବର

ନଏଡା,୩୧।୩: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ କରୋନା ସଙ୍କଟକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ ନଏଡାର ପ୍ରଶାସନ ଲୋକଙ୍କ ପାଇଁ ଏକ ବ୍ୟବସ୍ଥା ଆଣିଛି। ଯେଉଁଥିରେ ଜରୁରୀ ସାମଗ୍ରୀ ପାଇଁ ଲୋକମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନାହିଁ ଏବଂ ଘରେ ବସି ଉପଲବ୍ଧ ହୋଇପାରିବ। ଏଥିପାଇଁ ନଏଡା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ହେଲ୍ପଲାଇନ୍‌ ଜାରି କରାଯାଇଛି। ଏହି ନମ୍ବରରେ ଲୋକମାନେ ଫୋନ କରି ଅତ୍ୟାବଶ୍ୟକ ସାମଗ୍ରୀ ମଗାଇପାରିବେ। ଏହି ଅତ୍ୟାବଶ୍ୟକ ସାମଗ୍ରୀରେ ପ୍ରତିଦିନ ବ୍ୟବହୃତ ସାମଗ୍ରୀ, ଔଷଧ, ଫଳ ଓ ପନିପରିବା ସାମିଲ ରହିଥିବା ଜଣାପଡ଼ିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍‌ ରହିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୫।୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ ଆସନ୍ତା ୭ରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଅଧିବେଶନ...

କୃଷକ କରିବେ ସାଇକେଲ ରାଲି: କନ୍ୟାକୁମାରୀରୁ କଶ୍ମୀର

ନୂଆଦିଲ୍ଲୀ,୨୭।୨: କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଦେଶର ପ୍ରତି ଲୋକଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରାଇବା ପାଇଁ...

ବାଦଲ ଫଟା ବର୍ଷାରେ ନାଗପୁର ଉବୁଟୁବୁ…

ନାଗପୁର,୨୩।୯: ଶୁକ୍ରବାର ରାତିରେ ନାଗପୁରରେ ବାଦଲ ଫଟା ବର୍ଷା ଯୋଗୁ ସାରା ସହର ବନ୍ୟା ଜଳରେ ଉବୁଟୁବୁ ହେବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ...

ପତଞ୍ଜଳିର ଦାବି ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ କରୁଥିବା ବ୍ୟାକ୍ଟେରିଆ

ହରିଦ୍ୱାର.୯ ।୧: ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ ସୃଷ୍ଟି କରିଥିବା ବ୍ୟାକ୍ଟେରିଆ । ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଏହା ପ୍ରମାଣ କରିଥିବା ଦାବି...

ପ୍ଲାଷ୍ଟର ଅଫ ପ୍ୟାରିସରେ ଗଣେଶ ମୂର୍ତ୍ତି ନିର୍ମାଣ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା…

ନୂଆଦିଲ୍ଲୀ,୧୮।୯ : ଗଣେଶ ଉତ୍ସବ ସମଗ୍ର ଦେଶରେ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ବଜାରଗୁଡିକରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେଉଛି। ଏହି ସମୟରେ...

ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍‌ କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ...

ସିନ୍ଥିରେ ସିନ୍ଦୁର ଦେଇ କହିଲେ ଏବେ ତୁମେ ମୋ’ ସ୍ତ୍ରୀ, ପରେ ନେଲେ ଏମିତି ପ୍ରତିଶୋଧ

ଭୋପାଳ,୨୩ା୬: ଜଣେ ଯୁବତୀ ଜଣେ ଯୁବକଙ୍କୁ ପୂରା ବିଶ୍ୱାସ କରିନେଇଥିଲେ। ଯୁବତୀ ଭାବିଲେ ୟାଙ୍କୁ ହିଁ ବିବାହ କରିବି। ୩ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ...

ଅପରାଧୀ ବିକିପାରନ୍ତି ନକଲି ଟିକା

ନୂଆଦିଲ୍ଲୀ,୪ା୧୨(ପି.ଟି.):ସାରା ବିଶ୍ୱରେ କୋଭିଡ୍‌ ଟିକା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଛି, ଏହାର ଫାଇଦା ନେବାକୁ ସଂଗଠିତ ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଉଦ୍ୟମ କରିପାରନ୍ତି। ସେମାନେ ନକଲି...

Advertisement
Archives

Model This Week