ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: କର୍ତ୍ତବ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ଫରେଷ୍ଟର, ଫରେଷ୍ଟଗାର୍ଡ

ନୟାଗଡ଼ ଅଫିସ,୩୧।୫: ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପଞ୍ଚରିଡ଼ା ଫରେଷ୍ଟର କୈଳାସ ପ୍ରଧାନ ଓ ଗୋଛା ଫରେଷ୍ଟଗାର୍ଡ ବିଶ୍ୱଜିତ୍‌ ସାମନ୍ତରାୟ। ଉଭୟ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ନୟାଗଡ଼ ଏସିଏଫ୍‌ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଗୋଛା ଜଙ୍ଗଲ ଦେଇ ଯାଇଥିବା ତୁଆଣ୍ଟ ନାଳ ନିକଟରେ ଏକ ହାତୀର ମୃତଦେହ ପଡ଼ିଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା। ଅଂଶୁଘାତରେ ହାତୀଟିର ମୃତ୍ୟୁ ହୋଇଥିବା ବିଭାଗ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି

ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍‌ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର...

ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ...

ନାବାଳିକାଙ୍କୁ ଘର ଆଗରୁ ଉଠାଇ ନେଇଥିଲେ, ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୧ା୯: ନୟାଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା(୧୩)ଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଯୁବକ ଜଣକ...

ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨...

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା

ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ  ବଳାତ୍କାର:ଜେଲ ଗଲେ ପ୍ରେମିକ

ଗଣିଆ,୨୩।୮(ଡି.ଏନ.ଏ.)-ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ନୟାଗଡ ଜିଲା ଗଣିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ...

ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର...

ଅସରାଏ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ

ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.):  ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବ କିଛିଦିନ ତଳେ ପାଳନ କରାଯାଇଥିଲା। ମୋ ସ୍କୁଲ କମିଟି ଏବଂ ପୂର୍ତ୍ତ ବିଭାଗ...

Advertisement
Archives

Model This Week