ଗେଡା ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ

ଡାଇବେଟିସ୍‌ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ ଜର୍ନାଲ ଡାଏବେଟୋଲୋଜିଆରେ ପ୍ରକାଶିତ ଏକ ଖବର ଅନୁଯାୟୀ ଗେଡା ଲୋକଙ୍କଠାରେ ଟାଇପ୍‌ ୨ ଡାଇବେଟିସ୍‌ ଆଶଙ୍କା ଅଧିକ ଥାଏ। ଏହାର କାରଣ ହେଉଛି ଏମାନଙ୍କ ଲିଭରରେ ଫ୍ୟାଟ ଅଧିକ ଥାଏ। ଯାହାର ସମ୍ପର୍କ ହୃଦରୋଗ, ଷ୍ଟ୍ରୋକ୍‌ ଓ ଡାଇବେଟିସ୍‌ ସହ ରହିଥାଏ। ତେଣୁ ଏମାନେ ନିଜ ଜୀବନ ଶୈଳୀ ଉପରେ ଧ୍ୟାନ ଦେଲେ ଏହାକୁ ସହଜରେ ଦୂରେଇ ଦେଇ ହେବ। ଅନିୟମିତ ଜୀବନଶୈଳୀ ଏମାନଙ୍କୁ ବୟସ ହେବା ପୂର୍ବରୁ ଡାଇବେଟିସ୍‌ ଭଳି ନିରବଘାତି ରୋଗ ମୁଖକୁ ଠେଲି ଦେଇଥାଏ ବୋଲି କୁହାଯାଇଛି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୁଟିନ୍‌ ଚେକଅପ୍‌ କଲେ ଏହା ନିୟନ୍ତ୍ରଣରେ ରହିବ ବୋଲି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳା ଖରାରେ, ମିଳିବ ଏସବୁ ଫାଇଦା

ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। କିନ୍ତୁ କଅଁଳ ଖରା ଶରୀର ପାଇଁ ବହୁ ଉପକାରୀ। ଏଥିରେ ପର୍ଯାପ୍ତ ପରିମାଣ...

ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ...

ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ପିନ୍ଧିଲେ ଦୂର ହେବ ମହାମାରୀ!

କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ରଖିଛି । ବିଶେଷ କରି ଆମେରିକା ଓ ଭାରତରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି ।...

କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍‌;୨୪ ଘଣ୍ଟାରେ ଏନ୍‌-୯୫ ମାସ୍କ୍‌ ବଦଳାଇବା ଜରୁରୀ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ...

ଖାଲି ପେଟରେ ଖାଆନ୍ତୁନି ଏସବୁ ଖାଦ୍ୟ : ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ...

ସୁନ୍ଦର କେଶ ପାଇଁ ଘରୋଇ ଉପାୟ

କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ...

ଦୂରକରନ୍ତୁ ରୁପି

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ...

Advertisement
Archives

Model This Week