Posted inଜାତୀୟ

ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ

ଥିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଛନ୍ତି। ଏଠାରେ ‘ତୁଲା ଭରଣ’ର ପୂଜା ପରମ୍ପରା ରହିଛି। ଏଥିପାଇଁ ମୋଦିଙ୍କୁ ପଦ୍ମ ଫୁଲରେ ଓଜନ କରାଯାଇଛି। ପୂଜାର୍ଚ୍ଚନା ପାଇଁ ଜଣେ ମୁସଲିମ୍‌ ଚାଷୀ ପରିବାରଙ୍କ ଠାରୁ ୧୧୨ କିଲୋଗ୍ରାମର ଫଦ୍ମ ଫୁଲ କିଣା ଯାଇଥିଲା। ଏହାପରେ ମନ୍ଦିରରେ ମୋଦି ସ୍ବତନ୍ତ୍ର ପୂଜା କରିବା ସହ ମନ୍ଦିର ପରିସର ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨ଦିନିଆ କେରଳ ଗସ୍ତରେ ଅଛନ୍ତି। ପୂଜାର୍ଚ୍ଚନା ସରିବା ପରେ ମୋଦି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କେରଳ ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ମାଲଦୀପ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ସନ୍ତାନ ନୀତି ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ଅହମଦାବାଦ, ୫।୯: କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାଓ୍ବାଲେ ଭାରତରେ ଏକ ସନ୍ତାନ ନୀତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ...

ବୋଫର୍ସ-ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ଟଙ୍କା କେଉଁଠି ଲୁଚାଯାଇଛି: ରାହୁଲଙ୍କୁ ହିମନ୍ତଙ୍କ ପ୍ରଶ୍ନ …

ଗୁଆହାଟୀ,୮।୪ : ଆଦାନୀ ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଏକ...

ଉପରାଷ୍ଟ୍ରପତି ନିର୍ବାଚନ: ମତ ସାବ୍ୟସ୍ତ କଲେ ଅମିତ ଶାହା

ନୂଆଦିଲ୍ଲୀ, ୬।୮: ସଂସଦ ଗୃହରେ ଚାଲିଛି ଭୋଟ ଗ୍ରହଣ। ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ୨ ଦିନ ଭିତରେ ଲକ୍‌ଡାଉନ୍‌ ନିଷ୍ପତ୍ତି

ମୁମ୍ବାଇ,୧୧।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସରକାର ରବିବାର ରାଜ୍ୟ କୋଭିଡ ଟାସ୍କ ଫୋର୍ସ ସହିତ ଏକ ଗୁରୁତ୍ୱପୂର୍ଣ୍ଣ...

ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍‌

ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା...

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ,୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ...

ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ...

କେଇ ଘଣ୍ଟା ବର୍ଷାରେ ମେଟ୍ରୋ ଅବସ୍ଥା ବେହାଲ…

ବେଙ୍ଗାଲୁରୁ, ୧୮।୫ : ଉତ୍ତର ଭାରତରେ, ପ୍ରବଳ ତାତି ଯୋଗୁ ଅବସ୍ଥା ଖରାପ ହୋଇଥିବାବେଳେ ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି...

Advertisement
Archives

Model This Week