Posted inଜାତୀୟ

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ମତ ଦେଇଛନ୍ତି। ଏକ ଭାଇରାଲ ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଈ ଅମ୍ଳଜାନ ଛାଡି ଅମ୍ଳଜାନ ନେଉଥିବାରୁ ତାକୁ ଗୋମାତା କୁହାଯାଏ। ଗାଈ ଗୋବର, ମୂତ୍ର କିଡ୍‌ନୀ ଏବଂ ହୃଦ୍‌ ସମ୍ବନ୍ଧୀୟ ରୋଗ ଭଲ କରେ ବୋଲି ସେ କହିଛନ୍ତି। ଯଦି ଜଣେ ଟିବି ରୋଗୀ ଗାଈ ଆଖପାଖରେ କିଛି ସମୟ ବୁଲାବୁଲି କରେ ରୋଗ ଭଲ ହୋଇଯାଏ। ଆମ ବୈଜ୍ଞାନିକ ମତାମତ ମଧ୍ୟ ଏହା କହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ

ପାଟନା,୧୦।୮:ବିହାରରେ ନୂତନ ସରକାର ଗଠନ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ...

ଚିକେନ ନିଜେ ତରକାରୀ ହେବାକୁ ଆସିଗଲା, କଂଗ୍ରେସକୁ ସୁବ୍ରମଣ୍ୟମଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କଂଗ୍ରେସକୁ...

ହନୁମାନ ଜନ୍ମସ୍ଥାନକୁ ନେଇ ୨ ଟ୍ରଷ୍ଟ ମଧ୍ୟରେ ବିବାଦ

ହାଇଦ୍ରାବାଦ,୧୫।୨: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମାଧାନ ହେବା ପରେ ଏବେ ହନୁମାନ ଜନ୍ମସ୍ଥାନକୁ ନେଇ ନୂଆ ବିବାଦ ଦେଖାଦେଇଛି।...

ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ

ନୂଆଦିଲ୍ଲୀ, ୧୩।୨(ଆଇଏଏନ୍‌ଏସ୍‌): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା...

୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି...

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ...

ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ଶାସନ ଡୋରି ଧରିବା ନିଶ୍ଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ଦଳ...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week