Posted inଜାତୀୟ

ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା

ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍‌ଏଫ୍‌ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି ମିଲିଟ୍ରି ଆପଶିଙ୍ଗେ। ଏହାର ନାମ ପୂର୍ବରୁ କେବଳ ଆପଶିଙ୍ଗେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଗାଁର ୪୬ ଯବାନ ଶହୀଦ୍‌ ହୋଇଥିଲେ। ତେଣୁ ବ୍ରିଟିଶ୍‌ ସରକାର ଗାଁ ନାମ ପୂର୍ବରୁ ମିଲିଟ୍ରି ଶବ୍ଦ ଲଗାଇଥିଲେ। ଛତ୍ରପତି ଶିବାଜୀଙ୍କ ସମୟରୁ ଗାଁର ପ୍ରତି ପରିବାରର ଜଣେ ଜଣେ ସୈନ୍ୟ ବାହିନୀରେ ଯୋଗ ଦେବାର ପରମ୍ପରା ରହିିଛି। ଏବେ ଗାଁର ୧୬ ଶହ ୫୦ ଲୋକ ସେନାରେ ରହିଛନ୍ତି। ଗାଁର ଗୋଟିଏ ପରିବାରର ୨୩ ଜଣ ସେନାରେ ରହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗାଁ ୪ ଜଣ ଶହୀଦ୍‌ ହୋଇଥିଲେ। ସେହିପରି ୧୯୬୨ ଭାରତ-ଚାଇନା ଯୁଦ୍ଧରେ ୪ ଜଣ ଶହୀଦ୍‌ ହୋଇଥିଲେ। ୧୯୬୫ ଏବଂ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଗାଁର ଜଣେ ଲେଖାଏଁ ଯବାନ ଶହୀଦ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି...

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ...

ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୧୨-ଜମ୍ମୁ କଶ୍ମୀରର ବାରମୁଲା ଜିଲା ବନିଗାମ ପାଇନ ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ...

ଚନ୍ଦ୍ରାୟନ-୩ ସଫଳତା ନେଇ ସାରା ପୃଥିବୀର ମିଡ଼ିଆ ପ୍ରଶଂସାରେ ଶତମୁଖ, ପାକିସ୍ତାନ ଦୁଃଖୀ !…

ନୂଆଦିଲ୍ଲୀ,୨୪।୮ : ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ମିଶନ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ଭାରତ ପୃଥିବୀର...

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

ବିବାହ ପ୍ରସ୍ତାବ କଥା ଶୁଣି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ...

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ...

ବର୍ଷରେ ୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା, ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ କଲେ ଗଡ଼କରୀ…

ନୂଆଦିଲ୍ଲୀ, ୨୨।୮ : ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଲୋଚନା କରିଛନ୍ତି। ପ୍ରତିବର୍ଷ ଘଟୁଥିବା ଦୁର୍ଘଟଣାର କାରଣ ମଧ୍ୟ...

Advertisement
Archives

Model This Week