Posted inଜାତୀୟ

ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା

ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍‌ଏଫ୍‌ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି ମିଲିଟ୍ରି ଆପଶିଙ୍ଗେ। ଏହାର ନାମ ପୂର୍ବରୁ କେବଳ ଆପଶିଙ୍ଗେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଗାଁର ୪୬ ଯବାନ ଶହୀଦ୍‌ ହୋଇଥିଲେ। ତେଣୁ ବ୍ରିଟିଶ୍‌ ସରକାର ଗାଁ ନାମ ପୂର୍ବରୁ ମିଲିଟ୍ରି ଶବ୍ଦ ଲଗାଇଥିଲେ। ଛତ୍ରପତି ଶିବାଜୀଙ୍କ ସମୟରୁ ଗାଁର ପ୍ରତି ପରିବାରର ଜଣେ ଜଣେ ସୈନ୍ୟ ବାହିନୀରେ ଯୋଗ ଦେବାର ପରମ୍ପରା ରହିିଛି। ଏବେ ଗାଁର ୧୬ ଶହ ୫୦ ଲୋକ ସେନାରେ ରହିଛନ୍ତି। ଗାଁର ଗୋଟିଏ ପରିବାରର ୨୩ ଜଣ ସେନାରେ ରହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗାଁ ୪ ଜଣ ଶହୀଦ୍‌ ହୋଇଥିଲେ। ସେହିପରି ୧୯୬୨ ଭାରତ-ଚାଇନା ଯୁଦ୍ଧରେ ୪ ଜଣ ଶହୀଦ୍‌ ହୋଇଥିଲେ। ୧୯୬୫ ଏବଂ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଗାଁର ଜଣେ ଲେଖାଏଁ ଯବାନ ଶହୀଦ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବିପର୍ଯ୍ୟୟ ଆଣିବ କରୋନା

ନୂଆଦିଲ୍ଲୀ,୧୨ା୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଶିକ୍ଷାକୁ ଗୁରୁତର ପ୍ରଭାବିତ କରିବାକୁ ଯାଉଛି। ଯଦି ତୁରନ୍ତ ମହତ୍ୱାକାଂକ୍ଷୀ ନୀତି କାର୍ଯ୍ୟକାରୀ କରା ନଯାଏ ତେବେ...

ତାମିଲନାଡୁରେ ଆୟୋଜିତ ହେଲା ପ୍ରଥମ କ୍ୟାଟ ଶୋ’

କୋଏମ୍ବାଟୁର,୨୩।୧୨: କୋଏମ୍ବାଟୁରର କ୍ୟାଟେରୀ କ୍ଲବ ଦ୍ୱାରା ରବିବାର ତାମିଲନାଡୁର ପ୍ରଥମ କ୍ୟାଟ ଶୋ’ ବା ବିଲେଇ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଶୋ’ରେ ପ୍ରାୟ ୨୦...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନଶନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌। ବଜେଟ୍‌ ମୁଖ୍ୟାଂଶ -୩ କୋଟି...

ଆରଏସଏସ, ଭାଜପା ବିଷ ସଦୃଶ: ଏହାର ସ୍ବାଦ ଚାଖିଲେ ମରିବେ

ପୁଡୁଚେରୀ,୨।୪: ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ ୬ରେ ହେବ। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ରାଷ୍ଟ୍ରୀୟ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି, ରାହୁଲ

ନୂଆଦିଲ୍ଲୀ,୩୦ା୧: ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧଙ୍କ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଏବେ ମିଳିବନି ଥଣ୍ଡାରୁ ମୁକ୍ତି

ନୂଆଦିଲ୍ଲୀ,୧୮ ।୧: ଦେଶର କିଛି ଅଞ୍ଚଳରେ ହାଡଭଙ୍ଗା ଶୀତ ପଡିଛି । ଉତ୍ତର ଭାରତରେ ବେଳକୁ ବେଳ ଥଣ୍ଡାର ପରିମାଣ ବଢିବାରେ ଲାଗିଛି । ଏହାସହ...

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ...

୨ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୩.୫୭ ଲକ୍ଷ ସଂକ୍ରମିତ, ୩,୪୪୯ ମୃତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

Advertisement
Archives

Model This Week