Posted inଖେଳ

ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ କୋହଲି

ନୂଆଦିଲ୍ଲୀ, ୨୧।୧: ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ ବୋଲି କହିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମୟରେ ଏପରି ହେଉ ନ ଥିଲା। ସେ ସବୁ ଖେଳାଳିଙ୍କ ଉପରେ ଭରସା ରଖି ସୁଯୋଗ ଦେଉଥିଲେ ବୋଲି ସେହ୍ବାଗ କହିଛନ୍ତି। ଯଦି ଲୋକେଶ ରାହୁଲ ପାଞ୍ଚ ନମ୍ବରରେ ବ୍ୟାଟିଂ କରି ୪ଥର ବିଫଳ ଛେeନ୍ତି ତେବେ ତାଙ୍କ ସ୍ଥାନ ବଦଳାଇବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଚେଷ୍ଟା କରୁଛି। କିନ୍ତୁ ଧୋନୀଙ୍କ ସମୟ ଏହା ଘଟୁ ନ ଥିଲା। ସେ ପ୍ରତି ଖେଳାଳିଙ୍କ ଦକ୍ଷତାକୁ ପଢିପାରୁଥିଲେ ଏବଂ ସେମାନଙ୍କୁ ସମୟ ଦେଉଥିଲେ ବୋଲି ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବାମୀ କୋହଲିଙ୍କୁ ମାଗି ତାଙ୍କ ପୋଷାକ ପିନ୍ଧନ୍ତି ଅନୁଷ୍କା: ଏଭଳି ପ୍ରତିକ୍ରିୟା ଦିଅନ୍ତି ଅଧିନାୟକ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୧ ଆରମ୍ଭରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ...

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ...

ଅଷ୍ଟ୍ରେଲିଆ ଗସ୍ତ:ସିଡ୍‌ନୀରେ ଭାରତୀୟ ଖେଳାଳି କ୍ୱାରାଣ୍ଟାଇନରେ ରହି ଅଭ୍ୟାସ କରିବେ

ସିଡନୀ,୨୨।୧୦ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସ (ଏନ୍‌ଏସ୍‌ଡବ୍ଲ୍ୟୁ) ରାଜ୍ୟର ରାଜଧାନୀ ସିଡ୍‌ନୀରେ ଅବତରଣ କରିବା ସହ ସେଠାରେ କ୍ୱାରାଣ୍ଟାଇନ୍‌ରେ...

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ...

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ଡେନମାର୍କ

୨୭ା୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡେନମାର୍କ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଅନୁଷ୍ଠିତ ରାଉଣ୍ଡ ଅଫ୍‌...

ଭର୍ଷ୍ଟାପେନ୍‌ଙ୍କୁ କ୍ରମାଗତ ଦ୍ୱିତୀୟ ଟାଇଟଲ

ସ୍ପିଲବର୍ଗ, ୨୮ା୬: ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ ଚାମ୍ପିୟନଶିପ ଷ୍ଟାଣ୍ଡିଂରେ ତାଙ୍କ ଅଗ୍ରଣୀ...

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)- ”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ...

ଦୁଲୀପ ଟ୍ରଫି: ଦ୍ୱିତୀୟ ଦିନର ଖେଳ ବାତିଲ

ବେଙ୍ଗାଲୁରୁ,୧୮।୮(ପି.ଟି.)- ସ୍ଥାନୀୟ ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍‌ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ଉଦ୍‌ଘାଟନୀ ମ୍ୟାଚର ଦ୍ୱିତୀୟ ଦିନ...

Advertisement
Archives

Model This Week