ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ କରୁଛନ୍ତି। ଏଥିରେ ଜଣେ ସରୋଗେଟ ମା’ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି କ୍ରିତି। ‘ଏହି ଭୂମିକା ମୋ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିବି। ଏପରି ଏକ ଭୂମିକାରେ ଅଭିନୟ କରିବା ସହଜ କଥା ନୁହେଁ। ଏ କ୍ଷେତ୍ରରେ ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ମଣ ଉତକେର ମୋତେ ଯେଉଁ ସାହାଯ୍ୟ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ।’ ଏଥିରେ କ୍ରିତିଙ୍କ ଅପୋଜିଟ୍‌ରେ ଅଛନ୍ତି ପଙ୍କଜ ତ୍ରିପାଠୀ। ଦିନେଶ ଭିଜାନ୍‌ଙ୍କ ପ୍ରଯୋଜନାରେ ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୬।୧୨-ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରୱାଲା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତବ୍‌ବୁ

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ତବ୍‌ବୁଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୫ ହେଉଛି ଜନ୍ମଦିନ। ଆଜି ସେ ୫୦ ବର୍ଷରେ ପାଦ ଦେଇଛନ୍ତି। ଇତିମଧ୍ୟରେ...

ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା...

ବାହୁବଳୀ ‘ପ୍ରଭାସ’ଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଇ…

ବମ୍ବେ: ଫିଲ୍ମଟିଏ ୧୦୦ କୋଟି କ୍ଲବରେ ସାମିଲ ହେବା କଥା ସମସ୍ତେ ଶୁଣିଥିବେ। ହେଲେ ବାହୁବଳୀ ଷ୍ଟାର ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ସମାନ ପାଉଣା...

ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍‌ ଇନ୍‌ରେ ରହି ଖୁସି

ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ...

ଅକ୍ଷୟ କୁମାରଙ୍କ ସହ ବ୍ରେକ୍‌ଅପ୍‌ ହେବାର କାରଣ କହିଲେ ରବୀନା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନ ସେମାନଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଅନ୍‌ସ୍କ୍ରିନ୍‌...

କାନ୍ସରେ ଚମକିଲେ ନୀଳନୟନା

ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍‌ରେ ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍‌, ମଲ୍ଲିକା ଶ୍ୱେରାଓ୍ବତ୍‌,...

ହସ୍ପିଟାଲରେ ପହଞ୍ଚିଥିଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୭ ମାସ ଚାଲିଛି। ନିକଟରେ ସୈଫ୍‌ ହିମାଞ୍ଚଳପ୍ରଦେଶରେ ତାଙ୍କର ଆଗାମୀ...

Advertisement
Archives

Model This Week