ଖାଲି ପେଟରେ ଖାଆନ୍ତୁନି ଏସବୁ ଖାଦ୍ୟ : ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଖାଦ୍ୟର ଉପଯୁକ୍ତ ସମୟ ରହିଥିବା ବେଳେ ଏହାକୁ ଠିକ୍‌ ସମୟରେ ନ ଖାଇବା ଫଳରେ ଆମର ଶରୀର ସୁସ୍ଥ ରହିବା ବଦଳରେ ବିଗିଡ଼ିବାରେ ଲାଗିଥାଏ। ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଲିପେଟରେ ଖାଇବା ଅନୁଚିତ।

କନ୍ଦମୂଳ : କନ୍ଦମୂଳ ଏହା ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ଏହାକୁ ଖାଲି ପେଟରେ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ଏହାକୁ ଭୁଲ୍‌ରେ ଖାଇବା ଅନୁଚିତ। ଫଳରେ ଗ୍ୟାଷ୍ଟିକ୍‌ ସମସ୍ୟା ହୋଇଥାଏ।

ଟମାଟୋ: ଏହାକୁ ଖାଲିପେଟରେ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ।

କଦଳୀ: ମୋଟା ହେବା ପାଇଁ ଲୋକେ କ୍ଷୀର ସହିତ କଦଳୀ ଖାଇଥାନ୍ତି। ମାତ୍ର ଏହାକୁ ଖାଲି ପେଟରେ ଖାଇବା ଫଳରେ ମ୍ୟାଗ୍ନେଶିୟମର ମାତ୍ରା ବଢ଼ି ଯାଇଥାଏ। ଯାହା ଶରୀରରେ କ୍ୟାଲସିୟମ ସହିତ ମିଶି ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

ସର୍ବତ: ଖାଲି ପେଟରେ ସୋଢ଼ାପାଣି ବା ସର୍ବତ ଫିଇବା ଫଳରେ ଏଥିରେ ଥିବା କାର୍ବୋହାଇଡ୍ରେଟ୍‌ ଅନେକ ସମସ୍ୟା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିତ୍ୟ ଖାଆନ୍ତୁ ଏହି ଫଳ, ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

କଥାରେ ଅଛି ‘ଆନ୍‌ ଆପଲ ଏ ଡେ କିପ୍ସ ଦ ଡକ୍ଟର ଆଓ୍ବେ’। ଏହାର ଅର୍ଥ ଯଦି ଜଣେ ପ୍ରତ୍ୟହ ଗୋଟିଏ ସେଓ ଖାଏ ତେବେ...

ଫୁଲରୁ ସୌନ୍ଦର୍ଯ୍ୟ

ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ଫୁଲର ବ୍ୟବହାର ସବୁଠୁ ଅଧିକ ହୋଇଥାଏ ବୋଲି ସର୍ବେକ୍ଷଣ କୁହେ। କାରଣ ଫୁଲରେ ଏମିତି ଅନେକ ପ୍ରକାରର ଭିଟାମିନ୍ସ ଓ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ।...

ଛଡ଼ାନ୍ତୁ ଦାଗ

କପଡ଼ାରେ କୌଣସି ପ୍ରକାରର ପେଣ୍ଟିଂ ରଙ୍ଗ ଲାଗିଗଲେ ତାକୁ ଛଡ଼ାଇବା ପାଇଁ କିରୋସିନ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ କିରୋସିନ ପକାଇ କିଛି ସମୟ...

ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ...

ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ...

Advertisement
Archives

Model This Week