Posted inଜାତୀୟ

ଖାଇକୁ ଖସିଲା ବାୟୁସେନା ଟ୍ରକ

ଜୟପୁର,୨୧।୮: ରାଜସ୍ଥାନ ବାଡମେରରେ ଭାରତୀୟ ବାୟୁସେନାର ଏକ ଟ୍ରକ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଚୋହତାନର ପାହାଡିଆ ଅଞ୍ଚଳରେ ଜାରି ରହିଥିବା କାର୍ଯ୍ୟକୁ ତଦାରଖ କରିବା ପାଇଁ ବାୟୁସେନାର ଏକ ଟ୍ରକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇ ତଳକୁ ଖସି ପଡ଼ିଥିଲା। ଏହି ଟ୍ରକରେ ୮ଜଣ ଯବାନ ଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଖବରପାଇ ଘଟଣାସ୍ଥଳରେ ବାୟୁସେନାର ଯବାନମାନେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଡେଙ୍ଗୁ, ଭାଇରାଲ ଜ୍ୱରରେ ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ଜୀବନ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର ମାତ୍ରା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କେବଳ ଫିରୋଜାବାଦରେ...

ପାଟନାରେ ଭୂକମ୍ପ ଝଟ୍‌କା, ଘରୁ ବାହାରକୁ ଚାଲି ଆସିଲେ ଲୋକେ

ପାଟନା,୧୯।୧୦: ବିହାରର ରାଜଧାନୀ ପାଟନା ସମେତ କେତେକ ସହରରେ ବୁଧବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିବା ବେଳେ...

ମୂର୍ତ୍ତି ବିସର୍ଜନ ସମୟରେ ଯମୁନାରେ ବୁଡି ୫ ମୃତ

ନୂଆଦିଲ୍ଲୀ,୨୯ ।୮: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ରବିବାର ଏକ ଦୁର୍ଘଟଣା ଘଟିଛି । ଡିଏମଡି ପୋଲ ନିକଟରେ ଗ୍ରେଟର ନଏଡାରେ ମୁର୍ତ୍ତି ବିସର୍ଜନ କରିବାକୁ ଆସିଥିବା ୫...

ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବେ ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୭- ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଯୋଗୀ...

ଲାଲୁଙ୍କୁ ଗୋଲାପ ଭେଟି ଦେଲେ ନୀତୀଶ

ପାଟନା,୧୭।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ବିହାରରେ ସରକାର ଗଠନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା...

ଭାଜପାକୁ ମିଳିଛି ୬୧୪ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୫ା୨: ଗତ ଆର୍ଥତ୍କ ବର୍ଷରେ ଭାଜପାକୁ ୬୧୪.୬ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ କଂଗ୍ରେସ ପାଇଛି ୯୫.୪ କୋଟି। ନିର୍ବାଚନ ଉପରେ ନଜର ରଖୁଥିବା ଆସୋସିଏଶନ...

ଅପରେଶନ୍‌ ୩୭୦ ପରେ ସୋଫିଆନ ଗସ୍ତରେ ଡୋଭାଲ: କଶ୍ମୀରୀଙ୍କ ସହ କଲେ ଭୋଜନ

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ସୋଫିଆନ୍‌ ଗସ୍ତରେ ଅଛନ୍ତି। ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ...

ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ...

Advertisement
Archives

Model This Week