Posted inVideo

ଖଣ୍ଡଗିରି କୁମ୍ଭମେଳା ୨୦୨୦ । Khandagiri Kumbh Mela 2020

Featured Video Play Icon

ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଛି ଓଡିଶାର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ୨୦୨୦। ଐତିହାସିକ ମହାଯଜ୍ଞ ସହ ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ମାନେ ଏହିଠାରେ ପୂଜା ପାଠ କରିଥାନ୍ତି । ବିଭିନ୍ନ ଦୈନନ୍ଦିନ ସାମଗ୍ରୀ କିଣିବା ସହ ଅପେରା ଦେଖିବାକୁ ଦର୍ଶକଙ୍କ କିପରି ଭିଡ଼ ଜମୁଛି ଦେଖନ୍ତୁ ଏହି ଭିଡ଼ିଓରେ …

Quite like every year, famous Khandagiri Kumbh Mela got underway on the auspicious day of Magha Saptami (7th day ‘Magha’ month as per Hindu calendar) February 5 this year. This holy festival witnesses congregation of thousands of seers at one place. Besides, Khandagiri Kumbh Mela is also famous for its Odia opera shows apart from the availability of a multitude of eating and shopping options.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Sushma Swaraj passes away । ଚିର ନିଦ୍ରାରେ ସୁଷମା

Former External Affiars Minister of India and BJP heavyweight Sushma Swaraj is no more. She passed away Tuesday night...

Featured Video Play Icon

ହ୍ୱାଟ୍‌ସଆପରେ ପଠାନ୍ତୁ ଟଙ୍କା

ଏଣିକି ୱାଟସଆପ ମାଧ୍ୟମରେ ଘରେ ବସି ପଠାଇ ପାରିବେ ଟଙ୍କା । ଏମିତି ଏକ ଆଡଭାନ୍ସ ଫିଚର ଲଞ୍ଚ କରିଛି ୱାଟସଆପ । ଯାହା ଗତ...

Featured Video Play Icon

ଭୁବନେଶ୍ବରରୁ ଦିଲ୍ଲୀକୁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍

ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା ଆରମ୍ଭ କରିଛି ସ୍ପେଶାଲ ଟ୍ରେନ। ଭୁବନେଶ୍ବରରୁ ଟ୍ରେନ୍ ଛାଡିବା ଆଗରୁ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ...

Featured Video Play Icon

ତେଲ ଦରରେ ନିଆଁ

କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ ଲିଟର ପିଛା ୭୭.୧୨ଟଙ୍କା ରହିଥିବା ଡିଜେଲ ୭୩.୩୦ଟଙ୍କା ହୋଇଛି...

Featured Video Play Icon

Cancer causes and symptoms | କ୍ୟାନସର ରୋଗର କାରଣ ଓ ଚିକିତ୍ସା

Vast majority of cancers are caused due to environmental and lifestyle factors. Changing lifestyle, increasing stress, pollution, higher intake...

Featured Video Play Icon

ବାବୁ ମହଲ: ଅଜବ ଗୁଜବ | Babu Mahal #26 ‘Ajaba Gujaba’

ଏବେ ସବୁଠି ଭାଇରସ୍‌ ଯୋଗୁଁ ଭୟର ବାତାବରଣ। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏହି ମାରାତ୍ମକ ଭୂତାଣୁକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି, ଯାହାକୁ...

Featured Video Play Icon

ଭାରତ ଚତୁର୍ଥ ସ୍ଥାନରେ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଅଯୋଇଛି ।...

Featured Video Play Icon

Adivasi Mela underway in Bhubaneswar | ରାଜଧାନୀରେ ଆଦିବାସୀ ମେଳା

In this episode of Dharitri Live, we will take you to the annual tribal fair (Adivasi Mela) being held...

Play 250+ Trending Games
Archives

Model This Week

Why Dharitri