କ୍ୟାମେରାରେ ଧରାପଡ଼ିଲା କ୍ୟାଟ୍ରିନା-ଭିକିଙ୍କ ଲୁଚାଛପା ପ୍ରେମ

ରବିବାର ରାତିରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍‌ରେ ଯାଇଥିଲେ ସତ କିନ୍ତୁ ଫଟୋଗ୍ରାଫରଙ୍କ ନଜରରୁ ଖସି ପାରି ନ ଥିଲେ। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ରିପୋର୍ଟ ଅନୁସାରେ, ଏହି ଦୁଇଜଣ ଖୁବ୍‌ଶୀଘ୍ର ଏକ ନୂଆ ପ୍ରୋଜେକ୍ଟରେ ଏକାଠି ନଜର ଆସିବେ। ଏହି କାରଣରୁ ଆରତିଙ୍କ ଘରକୁ ଯାଇଥିବା ଶୁଣିବାକୁ ମିଳୁଛି। ଭିକି ଏକ ବ୍ଲାକ୍‌ ଟି ଶାର୍ଟ ସହିତ ନେଭି ବ୍ଲୁ କଲରର କ୍ୟାପ୍‌ ପିନ୍ଧିଥିଲେ। ସେହିପରି କ୍ୟାଟ୍ରିନା ଏକ ପିଙ୍କ୍‌ କଲରର ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧି କ୍ୟାମେରାକୁ ଦେଖି ହାତ ହଲାଉଥିବା ଫଟୋରେ ଦେଖିବାକୁ ମିଳିଛି।


ହରଲିନ୍‌ ସେଟ୍ଟୀଙ୍କଠାରୁ ବ୍ରେକ୍‌ଅପ୍‌ ହେବା ପରେ ଭିକିଙ୍କ ନାମ କ୍ୟାଟ୍ରିନାଙ୍କ ସହ ଯୋଡ଼ା ଯାଉଛି। ଏମିତିରେ ବି କରଣ ଜୋହରଙ୍କ ଟକ୍‌ ଶୋ’ରେ ଯେତେବେଳେ କ୍ୟାଟ୍ରିନାଙ୍କୁ ପଚରାଯାଇଥିଲା କେଉଁ ନୂଆ ହିରୋଙ୍କ ସହ କାମ କରିବାକୁ ଚାହିଁବେ। ସେ ସଙ୍ଗେ ସଙ୍ଗେ ଭିକିଙ୍କ ନାଁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ...

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ।...

ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ...

କଙ୍ଗନାଙ୍କୁ ନିଜର ଆଗାମୀ ଫିଲ୍ମରେ ନେବାକୁ ଚାହୁଁ ନାହାନ୍ତି ନିର୍ଦ୍ଦେଶକ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚର୍ଚ୍ଚିିତ ଫିଲ୍ମ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚର୍ଚ୍ଚା ହେଉଛି। ପ୍ରଶଂସକଙ୍କ ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ଫିଲ୍ମକୁ ନେଇ ଖୁବ୍‌ ପ୍ରଶଂସା କରୁଛନ୍ତି।...

ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ...

୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…

ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ...

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ...

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ,୧।୬: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ଘଟିଛି। କିଡ୍‌ନୀ ରୋଗରେ ପୀଡିତ ଥିବା ଓ୍ବାଜିଦ୍‌ଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।...

Advertisement
Archives

Model This Week