Posted inଖେଳ

କୋହଲି, ଧୋନୀଙ୍କଠାରୁ ବି ଅଧିକ ଦାମୀ ଗାଡ଼ି ଚଲାଉଛନ୍ତି ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍‌ କିଣିଛନ୍ତି। ଏହି କାର୍‌ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ ଜିମ୍‌ ଯାଉଥିବାବେଳର ଫଟୋ ଭାଇରାଲ ହୋଇଛି। ଏହି ଗାଡିର ମୂଲ୍ୟ ୩ରୁ ୫ ୫ କୋଟି ଟଙ୍କା ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସବୁଠୁ ମହଙ୍ଗା ୩କୋଟି ଟଙ୍କାର ଗାଡି ଚଲାଉଥିଲେ। ସେହିପରି ମହେନ୍ଦ୍ର ସିଂ ଧୋନୀଙ୍କର କୋଟିଏ ଟଙ୍କାର ଗାଡି ଅଛି। ସେମାନଙ୍କୁ ଟପି ଯାଇଛନ୍ତି ପାଣ୍ଡ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ମିଡ୍‌ଲ ଅର୍ଡରକୁ ନେଇ ଚିନ୍ତାରେ ହାଇଦ୍ରାବାଦ

ନୂଆଦିଲ୍ଲୀ,୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ବିବେଚିତ ହୋଇ ଆସୁଛି। ଗତ ୫ ବର୍ଷ...

ଭାରତୀୟ ମହିଳା ଫେନ୍ସର ଭବାନୀଙ୍କୁ ରୌପ୍ୟ ପଦକ

ଚେନ୍ନାଇ,୩୦।୯(ପି.ଟି)- ବେଲଜିୟମର ବନ୍ଦର ସହଜର ଘେଣ୍ଟଠାରେ ଅନୁଷ୍ଠିତ ଟୋରନୋଇ ସାଟ୍‌ଲାଇଟ୍‌ ଫେନ୍ସିଙ୍ଗ ପ୍ରତିଯୋଗିତା (ବିଶ୍ୱ ସ୍ତରୀୟ)ରେ ରବିବାର ଭାରତୀୟ ମହିଳା ଫେନ୍ସର ଭବାନୀ ଦେବୀ ରୌପ୍ୟ...

ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ

ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ...

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ...

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ।...

ପ୍ରେମିକାଙ୍କ ଡ୍ୟାନ୍ସ ଭିଡିଓ ଦେଖି ଏମିତି ପ୍ରତିକ୍ରିୟା ଦେଲେ ପୃଥ୍ବୀ ଶ’

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ’ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ୧୮ ବର୍ଷୀୟ...

ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା...

କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦେଲା ବେଙ୍ଗଲ ଟେନିସ ଆସୋସିଏଶନ

କୋଲକାତା, ୩୦।୩ (ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ସ୍ଥାନୀୟ ବେଙ୍ଗଲ ଟେନିସ ଆସୋସିଏଶନ (ବିଟିଏ) ସୋମବାର ୧ ଲକ୍ଷ ଟଙ୍କା ଦାନ କରିଛି। ବେଙ୍ଗଲ ଅଲିମ୍ପିକ୍‌...

Advertisement
Archives

Model This Week