କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ ହୃଦ୍‌ରୋଗ ଆଶଙ୍କା ବଢାଏ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡିରେକ୍‌ ବେନେଟ୍‌ଙ୍କ ମତରେ, ଗବେଷଣାରୁ ପରାମର୍ଶ ଦିଆଯାଇଛି ଯେ, ଯେଉଁ ଲୋକମାନେ ଖାଦ୍ୟ ପ୍ରସ୍ତୁତି ପାଇଁ କୋଇଲାର ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ଗ୍ୟାସ୍‌ର ଉପଯୋଗ କରନ୍ତୁ। ହୃତ୍‌ପିଣ୍ଡ କିମ୍ବା ରକ୍ତ ବାହିକା ସହ ଜଡ଼ିତ ରୋଗ ଏବେ ପୂରା ଦୁନିଆରେ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ ସାଜିଛି। କାରଣ କୋଇଲା ବ୍ୟବହାରରେ ପ୍ରସ୍ତୁତ ଖାଦ୍ୟ ଯୋଗୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଚାଇନାର ଦଶଟି ଇଲାକାରୁ ହୃଦ୍‌ରୋଗରେ ପୀଡ଼ିତ ୩୦ରୁ ୭୯ ବର୍ଷ ବୟସର ପ୍ରାୟ ୩,୪୧,୭୩୦ ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ ଗବେଷଣାରେ ଖାଦ୍ୟ ପ୍ରସ୍ତୁତିର ମାଧ୍ୟମ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଉତ୍ତର ଥିଲା କୋଇଲା। ପରୀକ୍ଷଣରୁ ଜଣାପଡ଼ିଥିଲା, କୋଇଲାରୁ ଉପତ୍ନ୍ନ ବାୟୁ ପ୍ରଦୂଷଣ ଯୋଗୁ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ...

ଦୂରାନ୍ତୁ ଝାଳ ଗନ୍ଧ…

ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ...

ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ହେଲେ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ନିକଟରେ ୟୁନିଭର୍ସିଟି ଅଫ୍‌...

ନଖର ଯତ୍ନ

ନଖକୁ ସୁନ୍ଦର କରିବା ପାଇଁ ସବୁବେଳେ ପାର୍ଲର ଯିବା ବଦଳରେ ଘରେ ମଧ୍ୟ ଏହାର ଯତ୍ନ ନେଇପାରିବେ… ନଖକୁ ସବୁବେଳେ ସଫା ରଖନ୍ତୁ। ନଖ ବଢିବା...

 ଏସବୁ ଘରୋଇ ଉପଚାର ଶିଶୁଙ୍କୁ କାଶ ସମସ୍ୟାରୁ ଦିଏ ମୁକ୍ତି

ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଭାବରେ ସଜାଇ ରଖିଲେ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ଏ ଦୃଷ୍ଟିରୁ ଘର...

ଚିମୁଟାଏ ହଳଦୀ ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ଘର ପୋଛା ବେଳେ କରନ୍ତୁ ଏପରି

ମନୁଷ୍ୟ ବାସ୍ତୁ ସହିତ କୌଣସି ପ୍ରକାରେ ଜଡ଼ିତ। ଭସ୍ତୁଙ୍କର ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ଜାଣନ୍ତୁ ଏହି...

Advertisement
Archives

Model This Week