Posted inVideo

କେତେ ସମୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି? | Smartphone addiction

Featured Video Play Icon

ପିଲାଙ୍କ ଠାରୁ ଆରମ୍ଭ କରି, ୟଙ୍ଗଷ୍ଟାର ଏବଂ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଆଜିର ଯୁଗରେ ଫୋନ୍ ସହ ଆମେ ଏଭଳି ଯୋଡି ହୋଇଯାଉଛେ, ଯାହାକୁ ୧ମିନିଟ ପାଇଁ ବି ନିଜଠୁ ଦୂରେଇ ରହି ପାରୁନେ । ମନ ମିଜାଜରେ ଏଥର ଟପିକ୍ ରହିଛି ‘କେତେ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଚାଲନ୍ତୁ ଜାଣିବା ପବ୍ଲିକଙ୍କ ପ୍ରତିକ୍ରିୟା କଣ ରହୁଛି ।

Smartphones have broken all barriers to gain acceptance among all age groups and classes. Starting from young kids to the elderly, nearly everyone is addicted to smartphones. In this episode of Man Mijaj, we discuss if smartphones are controlling us instead of we controlling our phones. Let’s see what the denizens have to say on this.

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଗଡିଲା ତାଳଧ୍ୱଜ ରଥ

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଗଡିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । କୋଭିଡ କଟକଣା ସହିତ ସେବାୟତ ମାନେ ରଥକୁ ଟାଣିଟାଣି ନେଉଛନ୍ତି...

Featured Video Play Icon

ଆଜିଠୁ ଖୋଲିଲା ତାଜମହଲ

କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିବା ତାଜମହଲ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ହେଲେ ଏଥର କରୋନା କଟକଣା ମଧ୍ୟରେ...

Featured Video Play Icon

ରାଜ୍ୟରେ ୧୦୩ ଛୁଇଁଲା ସଂଙ୍କ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ...

Featured Video Play Icon

ରାଜସ୍ଥାନ ସରକାରରେ ହଟଚମଟ

ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢିଚାଲିଛି। ଅନ୍ୟପଟେ କଂଗ୍ରେସ...

Featured Video Play Icon

ଜିକା ଭାଇରସ୍ ଚିହ୍ନଟ

କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । କେରଳରେ ବ୍ୟାପିଛି ଜିକା ଭାଇରସ୍ । ଦକ୍ଷିଣାଞ୍ଜଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ...

Featured Video Play Icon

We are careful despite lockdown relaxations | ନିୟମ କୋହଳ- “ଆମେ ସତର୍କ ଅଛୁ”

କୋଭିଡ-୧୯ ପାଇଁ ସାରା ଦେଶରେ ଆଜିଠୁ ଅନଲକ-୪ ନିୟମାବଳୀ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ...

Featured Video Play Icon

ଆଉ ନାହାନ୍ତି ପ୍ରଣବ ଦା । Pranab Mukherjee No More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ପ୍ରଣବଙ୍କ ପରଲୋକ ନେଇ ପୁଅ ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି ।ମୃତ୍ୟୁ ବେଳକୁ ପ୍ରଣବଙ୍କୁ ୮୪...

Featured Video Play Icon

ବାବୁ ମହଲ: ଅଜବ ଗୁଜବ | Babu Mahal #26 ‘Ajaba Gujaba’

ଏବେ ସବୁଠି ଭାଇରସ୍‌ ଯୋଗୁଁ ଭୟର ବାତାବରଣ। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏହି ମାରାତ୍ମକ ଭୂତାଣୁକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି, ଯାହାକୁ...

Advertisement
Archives

Model This Week