କିୟାରାଙ୍କୁ କପି କଲେ ପଲକ: ପତ୍ରରେ ଆବରଣ କରି କଲେ ଫଟୋ ସୁଟ୍‌

ବଲିଉଡ୍‌ ଅଭିନେତ୍ରୀ କିୟାରା ଆଡଓ୍ବାନି ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍‌ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିୟାରା ଏହି ଫଟୋ ସୁଟ୍‌ ପାଇଁ କଦଳୀ ପତ୍ରରେ ନିଜକୁ ଆବରଣ କରିଥିଲେ। ଏବେ କିୟାରାଙ୍କୁ ଅନୁକରଣ କରିଛନ୍ତି ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ପଲକ ଏହି ନିକଟରେ ବୋଲ୍ଡ ଫଟୋସୁଟ୍‌ କରିଛନ୍ତି। ଏହି ଫଟୋରେ ସେ କିୟାରାଙ୍କ ପରି ଏକ ପତ୍ର ମାଧ୍ୟମରେ ନିଜକୁ ଆବରଣ କରିଥିବା ଦେଖିବାକୁ ମିଳୁଛି। ପଲକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପଲକ ଏହି ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ବୋଲ୍ଡ ସିନ୍‌ କରିବାକୁ ମନା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀମାନେ ପରଦାରେ ଅଭିନୟ କରନ୍ତି ସତ ମାତ୍ର ଏମିତି କିଛି ସିନ୍‌ ବା ଦୃଶ୍ୟ ଥାଏ ଯାହାକୁ ସେ କରିବାକୁ ମନା କରିଥାନ୍ତି। ସେମିତି...

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର...

କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ...

ପ୍ରଥମ ଫିଲ୍ମରେ ୧୭ ଚୁମ୍ବନ ପାଇଁ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ...

ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ...

ନୂଆ ଓଡ଼ିଆ ସିନେମା ‘ଦୁଇ ଦୁଣେ ପାଞ୍ଚ’: ଭିନ୍ନ ଭୂମିକାରେ ହରିହର ଦାଶ, ନାୟିକା ସାଜିଛନ୍ତି ସ୍ଥିତପ୍ରଜ୍ଞା

ଦୁଇ ଦୁଣେ କ’ଣ ପାଞ୍ଚ ହୋଇପାରେ ? ଏହା ନିଶ୍ଚୟ ଏକ ଉଦ୍ଭଟ ଚିନ୍ତାଧାରା। ହେଲେ କେତେକେ ଏହାକୁ ‘ଦୁଇ ଦୁଣେ ପାଞ୍ଚ’ ବୋଲି ପ୍ରମାଣ...

Advertisement
Archives

Model This Week