କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ ହୋଇଥିଲା। ସେ ସଙ୍ଗୀତ ଦୁନିଆରେ ଖାୟମ୍‌ ଭାବେ ସୁପରିଚିତ। ବଲିଉଡ୍‌ ଶାସ୍ତ୍ରୀୟ ସଙ୍ଗୀତଭିତ୍ତିକ ‘କଭି କଭି’, ‘ତ୍ରିଶୂଳ’, ‘ରେଜିଆ ସୁଲତାନ’, ‘ନୁରି’ ଏବଂ ‘ଉମରାଓ ଜାନ୍‌’ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ବେଶ୍‌ ସୁପରିଚିତ। ଜାତୀୟ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଖାୟମ୍‌ ଗତ ସପ୍ତାହରେ ଫୁସଫୁସ୍‌ ସଂକ୍ରମଣ ଯୋଗୁ ସୁଜୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ସ୍ବନାମଧନ୍ୟ କଳାକାର ୧୭ବର୍ଷ ବୟସରେ ଲୁଧିଆନାଠାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଜୁବିନ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ। ଟେଲିଭିଜନ ତଥା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ତାଙ୍କର ସମ୍ପର୍କ ଥିବା...

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ଗୋବିନ୍ଦାଙ୍କୁ ୫୭: ନୀଲମ୍‌ ପ୍ରେମ କରି ସୁନୀତାଙ୍କ କରିଥିଲେ ବିବାହ

ମୁମ୍ବାଇ,୨୧।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ସୋମବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ...

ରୋମାଣ୍ଟିକ ମୁଡରେ ବିରୁଷ୍କା

ମୁମ୍ବାଇ: ବଲିଉଡ ପାୱାର କପୁଲ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିକଟରେ ଇଣ୍ଡିଆ ସ୍ପୋର୍ଟସ ଅନର ଆୱାର୍ଡରେ ପହଞ୍ଚିଥିଲେ । ଉଭୟ ସେମାନଙ୍କ ଲୁକକୁ...

ରିଲିଜ୍‌ ହେଲା ଫିଲ୍ମ ‘ଗୁଡବାଏ’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗୁଡବାଏ’ ଶୁକ୍ରବାର ରିଲିଜ୍‌ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା...

ଏକଦା ଶୁଟିଂସେଟ୍‌ରେ ସଲମାନଙ୍କ ସହ ସତୀଶଙ୍କର ହୋଇଥିଲା ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଗୁରୁବାର ଦେହାନ୍ତ ହୋଇଛି। ସତୀଶ କେବଳ...

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ,...

Advertisement
Archives

Model This Week