କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଖୁସିରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପଣ୍ଡିତଙ୍କ ଦୁଃଖ ଉପରେ ମତ ରଖି ମୋଦି କହିଥିଲେ, ତୁମେମାନେ ବହୁତ ସହିଛ, ଏବେ ପରିସ୍ଥିତି ବଦଳି ଯାଇଛି। ଆମେ ସମେସ୍ତ ମିଶି ‘ନୂଆ କଶ୍ମୀର’ ଗଠନ ପାଇଁ ପ୍ରୟାସ କରିବା। ସୂଚନାଯୋଗ୍ୟ, ମୋଦି ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉପସ୍ଥିତ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ। ଏହି ସମୟରେ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ...

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ...

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ...

ପାକିସ୍ତାନରେ ଡେଙ୍ଗୁ ସାଜିଛି ମହାମାରୀ: ୧୦ ହଜାର ଲୋକ ସଂକ୍ରମିତ

ଇସଲାମାବାଦ୍‌,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ...

ଚାଇନା କୋଇଲା ଖଣିରେ ଦୁର୍ଘଟଣା: ୧୮ ଶ୍ରମିକ ମୃତ

ବେଜିଂ,୫ ।୧୨: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡର ସ୍ତର ବୃଦ୍ଧି ପାଇବାରୁ ଏକ ଦୁର୍ଘଟଣା ଘଟିଛି । ଏଥିରେ କାମ କରୁଥିବା ପ୍ରାୟ...

ଚାଇନା-ପାକିସ୍ତାନର ମିଳିତ ୫୧ ହଜାର କୋଟିର ରେଳ ପ୍ରୋଜେକ୍ଟ, ଭାରତ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ,୯ା୮: ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ସହିତ ଜଡ଼ିତ ବିବାଦୀୟ କ୍ଷେତ୍ର ଉପରେ ହଇରାଣ ହରକତ କରୁଛନ୍ତି। ବର୍ତ୍ତମାନ ଚାଇନା ଏବଂ ପାକିସ୍ତାନ...

ଭାକ୍ସିନ ନେଇଥିବା ଗ୍ରାହକଙ୍କ ପାଇଁ ଦୁବାଇ ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଅଫର

ଦୁବାଇ,୨୫।୧: ଭାରତ ଭଳି ବିଭିନ୍ନ ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଚାଲିଛି। ଭାକ୍ସିନକୁ ଭୟ ନ କରି ଆଗେଇ ଆସିବାକୁ ଲୋକଙ୍କୁ ବହୁ ସଂସ୍ଥା, ସେଲିବ୍ରେଟି...

ଚେକ୍‌ ପୋଷ୍ଟରେ ବିସ୍ଫୋରଣ: ୩ ମୃତ

ଇସଲାମାବାଦ୍‌,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍‌ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ...

Advertisement
Archives

Model This Week