Posted inଜାତୀୟ

କଶ୍ମୀର ଆମ ହାତରୁ ଖସିଯାଇପାରେ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବ ପରେ ହୁଏତ କେହି ବଡ ବଡ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖି ନ ଥିଲେ। ହେଲେ ଏବେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଛନ୍ତି କଶ୍ମୀର ଆମ ହାତରୁ ଚାଲିଯାଇପାରେ। କାରଣ ଭାଜପା ନିଆଁରେ ହାତ ରଖିଛି। ଏବେ କଶ୍ମୀର ଜଳୁଛି ତେଣୁ ଆଗାମୀ ଦିନରେ ଏହାର ଭୟଙ୍କର ପରିଣତି ଭାଜପାକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ତେଣୁ କେନ୍ଦ୍ରର ଏଭଳି ନିଷ୍ପତ୍ତି ପାଇଁ କଶ୍ମୀର ଆମ ହାତରୁ ଚାଲିଯାଇପାରେ। ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ ମଧ୍ୟ କହିଛନ୍ତି କଶ୍ମୀର ମୁସଲିମ ବହୁଳ ହୋଇଥିବାରୁ ଭାଜପା ଏଠାରୁ ୩୭୦ ଉଚ୍ଛେଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସା ନେଇ ଫୋର୍ଡାର ପ୍ରଶ୍ନ, ଏମ୍‌ପିଙ୍କୁ ଜାଣି ନଥିବା ଗରିବଙ୍କର ଚିକିତ୍ସା ହେବ କିପରି ?…

ନୂଆଦିଲ୍ଲୀ,୨୦।୧୦ : ଫେଡେରେଶନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏଶନ (ଫୋର୍ଡା) ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସାକୁ ବିରୋଧ କରିଛି। ଏମ୍‌ପିଙ୍କ ଚିକିତ୍ସା ପାଇଁ ଦିଲ୍ଲୀ...

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ...

ଟ୍ରମ୍ପଙ୍କ ଭାରତ ଗସ୍ତ: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା!

ନୂଆଦିଲ୍ଲୀ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟ୍ରମ୍ପ ଦମ୍ପତି...

ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ: ଆନୁମାନିକ ମୂଲ୍ୟ ୪୫ କୋଟି

ଚେନ୍ନାଇ,୧୨।୧୨: ତାମିଲନାଡୁରେ ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ ହୋଇଥିବା ଜଣାପଡ଼ିଛି। ଗାଏବ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ...

ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍‌-୪୭ ଚିନୁକ୍‌ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ...

ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍‌...

ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ ଯାହାକୁ ନେଇ ତାମିଲନାଡୁ ରାଜନୀତିରେ ହୋଇଥିଲା ହଙ୍ଗାମା…ଅର୍ଥମନ୍ତ୍ରୀରୁ ବିଦା ହେଲେ ଜଣେ ଶକ୍ତିଶାଳୀ ନେତା

ଚେନ୍ନାଇ,୧୨।୫:‘ଡିଏମକେ ଫାଇଲ୍ସ’କୁ ନେଇ ତାମିଲନାଡୁ ରାଜନୀତି ସରଗରମ ରହିଛି। କଂଗ୍ରେସ ଫାଇଲ୍ସ, କେରଲା ଷ୍ଟୋରି ପରି ଭାଜପା ଏହିଭଳି ପ୍ରୋପଗଣ୍ଡା ଫିଲ୍ମକୁ ରିଲିଜ୍‌ କରି ବିରୋଧୀଙ୍କୁ...

୪ ବର୍ଷୀୟାଙ୍କୁ ବଳାତ୍କାର: ସ୍କୁଲରେ ତାଲା

ହାଇଦ୍ରାବାଦ,୨୨ା୧୦: ହାଇଦ୍ରାବାଦସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୪ ବର୍ଷୀୟା ଛାତ୍ରୀ ୨ ମାସ ଧରି ବଳାତ୍କାରର ଶିକାର ହୋଇଥିଲେ। ଉକ୍ତ ବିଦ୍ୟାଳୟକୁ ଦିଆଯାଇଥିବା...

Advertisement
Archives

Model This Week