Posted inଜାତୀୟ

କଶ୍ମୀରକୁ ନେଇ ଆକ୍ସନ ମୁଡରେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଜମ୍ମୁ କଶ୍ମୀରରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆକ୍ସନ ମୁଡରେ ଆସିଯାଇଛନ୍ତି। ପଦ ସମ୍ଭାଳିବା ପରେ ଗତ ୪ ଦିନ ହେଲା ଅଫିସରଙ୍କ ସହ ସେ ଲଗାତାର ବୈଠକ କରିସାରିନ୍ତି। ମଙ୍ଗଳବାର ଆୟୋଜିତ ବୈଠକରେ ଅମିତ ଶାହଙ୍କ ସମେତ ଗୃହ ସଚିବ ରାଜୀବ ଗୌବା, ଆଡିଶନାଲ ସଚିବ(କଶ୍ମୀର) ଜ୍ଞାନେଶ କୁମାର ସାମିଲ ହୋଇଥିଲେ। ଏହି ବୈଠକରେ କଶ୍ମୀର ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଏଥିସହ ଅମରନାଥ ଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିଥିବା ଅପରେସନ୍‌ ଉପରେ ଆଲୋଚନା କରିଥିଲେ ଶାହ।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ପରେ ଏବେ ମଲାଲି ମନ୍ଦିର-ମସଜିଦ୍‌ ନେଇ ବିବାଦ…

ବେଙ୍ଗାଲୁରୁ, ୨୯।୫ : ହିଜାବ ପରେ ଏବେ କର୍ନାଟକରେ ମଲାଲି ମନ୍ଦିର-ମସଜିଦ ବିବାଦ ଆରମ୍ଭ ହୋଇଛି। ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ...

ପୁଣି ଫେରିଲେ ଶରଦ

ମୁମ୍ବାଇ, ୫।୫: ଏନସିପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଶରଦ ପାୱାର ତାଙ୍କ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ସେ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି, ମୁଁ କାହାର...

ସ୍ତ୍ରୀ ମାଛ ତରକାରୀ ନ ରାନ୍ଧିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ରାଞ୍ଚି,୧୪।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ତରକାରୀ ତିଆରି ନ କରିବାରୁ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେଇଛନ୍ତି।...

କଡ଼ା କଟକଣା, ମାସ୍କ୍‌ ନ ଥିଲେ ପ୍ରବେଶ ନିଷେଧ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିଲ୍ଲୀ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର...

ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ...

ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତ ରହିବାକୁ ଧର୍ମୀୟ ନେତାଙ୍କ ଆହ୍ବାନ

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ...

୫ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ,୫।୮: ତୃତୀୟ ତରଙ୍ଗ ଆତଙ୍କ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ,...

ଭାରତୀୟ ସେନାରୁ ବିଦାୟ ନେବ ଘୋଡ଼ାସବାର ବାହିନୀ

ନୂଆଦିଲ୍ଲୀ,୧୬।୫: ଭାରତୀୟ ସେନାରୁ ଘୋଡ଼ାସବାର ବାହିନୀକୁ ଖୁବ୍‌ଶୀଘ୍ର ବିଦାୟ ଦିଆଯିବ। ଏହାବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ। ସେନାରେ ୬୧ ଘୋଡ଼ାସବାର ବାହିନୀ ୧୯୫୩ରୁ କାର୍ଯ୍ୟ କରୁଛି।...

Advertisement
Archives

Model This Week