Posted inଜାତୀୟ

କଶ୍ମୀରକୁ ନେଇ ଆକ୍ସନ ମୁଡରେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଜମ୍ମୁ କଶ୍ମୀରରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆକ୍ସନ ମୁଡରେ ଆସିଯାଇଛନ୍ତି। ପଦ ସମ୍ଭାଳିବା ପରେ ଗତ ୪ ଦିନ ହେଲା ଅଫିସରଙ୍କ ସହ ସେ ଲଗାତାର ବୈଠକ କରିସାରିନ୍ତି। ମଙ୍ଗଳବାର ଆୟୋଜିତ ବୈଠକରେ ଅମିତ ଶାହଙ୍କ ସମେତ ଗୃହ ସଚିବ ରାଜୀବ ଗୌବା, ଆଡିଶନାଲ ସଚିବ(କଶ୍ମୀର) ଜ୍ଞାନେଶ କୁମାର ସାମିଲ ହୋଇଥିଲେ। ଏହି ବୈଠକରେ କଶ୍ମୀର ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଏଥିସହ ଅମରନାଥ ଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିଥିବା ଅପରେସନ୍‌ ଉପରେ ଆଲୋଚନା କରିଥିଲେ ଶାହ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫।୯(ବ୍ୟୁରୋ): ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ...

କରୋନା ପାଇଁ ବାତିଲ ହେବନି ବିହାର ନିର୍ବାଚନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୮: ବିହାରରେ ଆଗକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କରୋନା...

କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ...

ତିନି ଅଧ୍ୟାଦେଶ, ଫଳ ଶୂନ

ନୂଆଦିଲ୍ଲୀ,୧୨ା୬:ମୋଦି ସରକାରଙ୍କ ୩ ତରବରିଆ ଅଧ୍ୟାଦେଶ କୃଷିକୁ ସହାୟକ ହୋଇପାରେ, ଚାଷୀଙ୍କୁ ନୁହେଁ। କୃଷି ମାର୍କେଟିଂ ଆଇନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର କରୋନା ଭାଇରସ୍‌ କିମ୍ବା...

ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବି ରହିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବି ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ...

ଏକଜିଟ୍ ପୋଲ ଉପରେ ଏବେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୭ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଯିବ । ନଭେମ୍ବର ୧୦ରେ ଏହାର ଫଳାଫଳ...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ଚାଇନା ସହ କଥାବାର୍ତ୍ତା ପୂର୍ବରୁ ଶକ୍ତି ଦେଖାଇଲା ବାୟୁସେନା

ନୂଆଦିଲ୍ଲୀ, ୨୧ ।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଥିବା ବେଳେ ସୋମବାର ଷଷ୍ଠଥର ଲାଗି କମାଣ୍ଡର ସ୍ତରରର ବୈଠକ ବସିବାର ଅଛି...

Advertisement
Archives

Model This Week