କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ ଲଗାଯାଇଛି। ଚାଇନାର ଉହାନ୍‌, ବୋଙ୍ଗ୍‌ଝୋଉ, ଶାଙ୍ଘାଇ, ଝିଆନ୍‌ ଏବଂ ଗୁଇୟାଙ୍ଗ୍‌ ଆଦି ୫ଟି ସହରରେ ହାଇ-ଟେକ୍‌ ରୋବୋ ଯାଞ୍ଚ୍‌ କାର୍ଯ୍ୟ କରୁଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ଏହି ରୋବୋ ସ୍ବାସ୍ଥ୍ୟ ସମ୍ପର୍କରେ ସତର୍କ ସୂଚନା ଦେଉଛି। ଖାଇବା ପୂର୍ବରୁ ହାତ ଧୋଇବା ଏବଂ ଫେସ୍‌ ମାସ୍କ୍‌ ବ୍ୟବହାର କରିବା ଲାଗି ରୋବୋ ଲୋକଙ୍କୁ ସଚେତନ କରାଉଛି। ସ୍ବୟଂଚାଳିତ ରୋବୋଗୁଡ଼ିକୁ ବିମାନବନ୍ଦର, ମଲ୍‌ ଏବଂ ରାସ୍ତାରେ ରଖାଯାଇଛି। ଏହି ରୋବୋ ୫ ମିଟର ବ୍ୟାସ ମଧ୍ୟରେ ଯାଉଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବାକୁ ସକ୍ଷମ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସୁନ୍ଦରୀ ହୋଇଥିବାରୁ ଏହି ମଡେଲକୁ ବ୍ୟାନ୍‌ କରିଦେଲା ଡେଟିଂ ଆପ୍‌ ଟିଣ୍ଡର: ପୋଷ୍ଟ ଲେଖି କହିଲେ ଏପରି…

ଖରାପ ବିଷୟବସ୍ତୁ ଅଥବା ନିୟମ ଉଲ୍ଲଂଘନ କରିବାର କାରଣରୁ ସୋସିଆଲ ମିଡିଆରେ କାହାକୁ ବାରଣ କରାଯିବା କଥା ଆପଣ ଶୁଣିଥାଇପାରନ୍ତି। ହେଲେ ବେଶି ସୁନ୍ଦର ହେବା...

ଶ୍ରୀଗଣେଶଙ୍କୁ ନେଇ ରେକର୍ଡ

ସେ ହେଉଛନ୍ତି ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା। ତେଣୁ ସବୁଠି ପ୍ରଭୁ ଶ୍ରୀଗଣେଶ ପୂଜା ପାଆନ୍ତି। କେବଳ ଭାରତରେ ନୁହେଁ, ବିଦେଶ ମାଟିରେ ବି ତାଙ୍କର ହୁଏ ପୂଜା।...

ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌...

ସହଧର୍ମିଣୀଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଖବରଦାତାଙ୍କୁ ମାରିବାକୁ ଧମକ ଦେଲେ ରାଷ୍ଟ୍ରପତି

ବ୍ରାସିଲିୟା,୨୪।୮: ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଜଣେ ଖବରଦାତା ରାଷ୍ଟ୍ରପତିଙ୍କ ସହଧର୍ମିଣୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିବାରୁ ଜେୟର ବୋଲସୋନାରେ...

ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ବେରୁଟ, ୫।୮: ଲେବାନନ୍‌ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି।...

ମୟୂରର ଚମତ୍କାର ଡ୍ୟାନ୍ସ, ଭିଡିଓ ଦେଖିଲେ…

ଅନେକ କାରଣରୁ ମୟୂର ପୃଥିବୀର ସବୁଠାରୁ ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଯେମିତି ଧନୁ ଆକାରର ସୁନ୍ଦର ରଙ୍ଗୀନ ପୁଚ୍ଛ ଏବଂ ସୁନ୍ଦର ଡ୍ୟାନ୍ସ...

ଆମେରିକାରେ ହିଂସା ଆଶଙ୍କା, ହ୍ବାଇଟ୍‌ ହାଉସ୍‌ ସୁରକ୍ଷା ବଢିଲା

ଓ୍ବାଶିଂଟନ୍‌,୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ଟ୍ରେଣ୍ଡ ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ...

ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ...

Advertisement
Archives

Model This Week