କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ ଲଗାଯାଇଛି। ଚାଇନାର ଉହାନ୍‌, ବୋଙ୍ଗ୍‌ଝୋଉ, ଶାଙ୍ଘାଇ, ଝିଆନ୍‌ ଏବଂ ଗୁଇୟାଙ୍ଗ୍‌ ଆଦି ୫ଟି ସହରରେ ହାଇ-ଟେକ୍‌ ରୋବୋ ଯାଞ୍ଚ୍‌ କାର୍ଯ୍ୟ କରୁଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ଏହି ରୋବୋ ସ୍ବାସ୍ଥ୍ୟ ସମ୍ପର୍କରେ ସତର୍କ ସୂଚନା ଦେଉଛି। ଖାଇବା ପୂର୍ବରୁ ହାତ ଧୋଇବା ଏବଂ ଫେସ୍‌ ମାସ୍କ୍‌ ବ୍ୟବହାର କରିବା ଲାଗି ରୋବୋ ଲୋକଙ୍କୁ ସଚେତନ କରାଉଛି। ସ୍ବୟଂଚାଳିତ ରୋବୋଗୁଡ଼ିକୁ ବିମାନବନ୍ଦର, ମଲ୍‌ ଏବଂ ରାସ୍ତାରେ ରଖାଯାଇଛି। ଏହି ରୋବୋ ୫ ମିଟର ବ୍ୟାସ ମଧ୍ୟରେ ଯାଉଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବାକୁ ସକ୍ଷମ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବପ୍ନରେ ନାଗଦେବତାଙ୍କୁ ଦେଖିଲେ ଯୁବତୀ, ଆଉ ତା’ ପରେ…

ବିଂଶ ଶତାବ୍ଦୀ ପରେ ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଆଜି ବି ଅନ୍ଧବିଶ୍ୱାସକୁ ଲୋକେ ସମ୍ପୂର୍ଣ୍ଣ ଜାବୁଡ଼ି ଧରିଛନ୍ତି। ଏମିତି...

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି...

କରୋନା ଟିକା ନେବା ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ଯୁବକ, ଚକିତ ହେଲେ…

ହର୍ଷ ଗୋୟନକା ନାମକ ଜଣେ ଯୁବ ବ୍ୟବସାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ହର୍ଷ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି।...

କୋଟିଏ ଟଙ୍କାର ଲଟେରୀ ଜିଣିଲେ ପକେଟକୁ ଆସିବ କେତେ…

ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧...

ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ

ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି...

ବିମାନ ଦୁର୍ଘଟଣା ପୂର୍ବରୁ ଶେଷ ସେଲ୍ଫି

କୋଝିକୋଡ,୮।୮: କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ...

ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି...

ଇଦ୍‌-ଉଲ୍‌-ଜୁହାର ଖୁସି ନୁହେଁ ଦର ବୃଦ୍ଧିରେ ଲୁହ ଗଡାଉଛି କାଙ୍ଗାଳ ପାକିସ୍ତାନ

ଇସଲାମାବାଦ,୧୨।୮: ସାରା ବିଶ୍ୱରେ ସୋମବାର ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍‌ ପାଳନ କରାଯାଉଥିବା ବେଳେ କାଙ୍ଗାଳ ପାକିସ୍ତାନ କିନ୍ତୁ ମହଙ୍ଗା ମାଡରେ ଯେମିତି ଚେପା ହୋଇଯାଇଛି।...

Advertisement


Archives

Model This Week