କରୋନା ପ୍ରଭାବ: ମାସ୍କ୍‌, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା ସହିତ ହାତ ଧୋଇବା ଉପରେ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। ଭଲ ଭାବେ ୧୫ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ମକଚି ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତର ବିଭିନ୍ନ ସହରରେ ମାସ୍କ୍‌ ଏବଂ ସାନିଟାଇଜର ଦାମରେ ଇତିମଧ୍ୟରେ ୧୦ଗୁଣା ବୃଦ୍ଧି ଘଟିଥିବା କୁହାଯାଉଛି। ପୂର୍ବର ୨ ପ୍ଲସ୍‌ ମାସ୍କ୍‌ ଦାମ ୯୦ ପଇସା ଥିବାବେଳେ ବର୍ତ୍ତମାନ ଏହା ୧୦ ଟଙ୍କାରେ ପହଞ୍ଚିଛି। ସେହିପରି ୩ ପ୍ଲସ୍‌ ମାସ୍କ୍‌ ଦାମ ୧ ଟଙ୍କା ୧୦ ପଇସାରୁ ବଢ଼ି ୧୫ ଟଙ୍କା ହୋଇଛି। କେତେକ ମେଡିକାଲ ଷ୍ଟୋରରେ ଷ୍ଟକ୍‌ ନ ଥିବା ମଧ୍ୟ କୁହାଯାଉଛି। ସେହିପରି ପୂର୍ବରୁ ୧୫୦ ଟଙ୍କାରେ ମିଳୁଥିବା ସାନିଟାଇଜର ଏବେ ଦିଲ୍ଲୀରେ ୨୫୦ ଟଙ୍କା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

କୃଷକଙ୍କ ସମର୍ଥନରେ ଆନ୍ନା ହଜାରେ, ରଖିଲେ ଗୋଟିଏ ଦିନର ଉପବାସ

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଜାରି...

କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି...

ପ୍ରଶାନ୍ତଙ୍କ ରାୟର ପୁନର୍ବିଚାର ହେଉ

ନୂଆଦିଲ୍ଲୀ, ୩୧।୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ହୋଇଥିବା ରାୟର ପୁନର୍ବିଚାର ଲାଗି ଅନୁରୋଧ କରି ୧୨୨ ଜଣ ଆଇନ...

କରୋନାର ଦ୍ୱିତୀୟ ଡୋଜ ଟିକା ନେଲେ ମିଳିବ ସ୍ମାର୍ଟ ଫୋନ

ରାଜକୋଟ,୫ ।୧୨: କରୋନା ମହାମାରୀର ଭୟାବହାତାକୁ ଦେଖି ଏବେ ଟିକାକରଣ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ରାଜକୋଟ ମ୍ୟୁନିସିପାଲ କର୍ପୋରେଶନ ଲୋକଙ୍କୁ ଟିକା...

ଭାରତ-ଜର୍ମାନୀ ୨୦ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଶୁକ୍ରବାର...

ଭାରତ-ବାଂଲାଦେଶ ମଧ୍ୟରେ ୫ ଚୁକ୍ତି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା...

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ...

Advertisement


Archives

Model This Week