କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍‌ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ ଦୁଇଧାଡି କବିତା ଲେଖିଛନ୍ତି। ବୁଧବାର ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଥିବା ୪ ଧାଡିର କବିତା ଯେମିତି କରୋନା ସମ୍ପର୍କରେ ବହୁତ କିଛି କଥା କହିବା ଭଳି ମନେ ହେଉଛି। ଉକ୍ତ କବିତା ମାଧ୍ୟମରେ ଦିଲ୍ଲୀପ କୁମାର ଲକ୍‌ଡାଉନ୍‌ ସମୟରେ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ କରୋନା ସଂକ୍ରମଣରୁ ବଞ୍ଚିବାକୁ ଟ୍ରାଜେଡି କିଙ୍ଗଙ୍କର ଏହି ୪ ଲାଇନ୍‌ କବିତା ସବୁକଥା କହୁଛି ବୋଲି କୁହାଯାଉଛି। ଉକ୍ତ କବିତାରେ ସେ ଲେଖିଛନ୍ତି:
Dawa bhi, dua bhi
Auron se faslaa bhi
Ghareeb ki khidmat
Kamzor ki seva bhi
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବାରୁ ଏବେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଏକ ପ୍ରକାର ଚେଷ୍ଟା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ପ୍ରସ୍ତୁତି କର

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଦ୍ୱିତୀୟ ଲହର ଶେଷ ହୋଇନାହିଁ। ପୁଣି ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଲେଣି। ଏହାକୁ ଦୃଷ୍ଟିରେ ରଖି...

‘କେଜିଏଫ୍‌-୨’ରେ ଶଟ୍‌ଲେସ୍‌ ହେବେ ୟଶ-ସଞ୍ଜୟ: ଦମ୍‌ଦାର ହେବ ଆକ୍ସନ ଦୃଶ୍ୟ

ବମ୍ବେ: କନ୍ନଡ଼ ଫିଲ୍ମ ‘କେଜିଏଫ୍‌ ଚାପ୍ଟର-୨’କୁ ନେଇ ଚର୍ଚ୍ଚାରେ ସଞ୍ଜୟ ଦତ୍ତ। ଫିଲ୍ମ ଯୋଗେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ଡେବ୍ୟୁ କରି ବାକୁ...

ରିଲିଜ୍‌ ତାରିଖ ବଦଳାଇଲେ ନିର୍ମାତା

ମୁମ୍ବାଇ: ବଲିିଉଡ୍‌ ଅଭିନେତା ଅମିର ଖାନ ଏବଂ କରିନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ଫରେଷ୍ଟ ଗୁମ୍ପର ହିନ୍ଦୀ ରିମେକ...

ଜିଲାଓ୍ବାରୀ ନୁହେଁ, ପଞ୍ଚାୟତସ୍ତରରେ ହେବ ଜୋନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସମ୍ପ୍ରତି ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା।...

ଓଡ଼ିଶାରେ କରୋନା ଆରୋଗ୍ୟ ସଂଖ୍ୟା ଦେଢ଼ ଲକ୍ଷ ଟପିଲା

ଭୁବନେଶ୍ୱର, ୨୨।୯: ଓଡ଼ିଶାରେ ମଙ୍ଗଳବାର ସୁଦ୍ଧା ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଡେଙ୍ଗୁରେ ପୀଡ଼ିତ ହୋଇ ବି ବିରତି ନେଇ ନାହାନ୍ତି କଙ୍ଗନା!

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନୱତଙ୍କୁ ଡେଙ୍ଗୁ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକ କଙ୍ଗନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।...

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪୬କୁ ବୃଦ୍ଧି ପାଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର।...

ଝିଅକୁ ହରାଇଥିବା ହୋମଗାର୍ଡଙ୍କୁ ସହାୟତା

ପିପିଲି,୩୦।୪(ଡି.ଏନ.ଏ.): ଝିଅକୁ ହରାଇବା ସତ୍ତ୍ୱେ କର୍ତ୍ତବ୍ୟକୁ ଅବହେଳା ନ କରି କାର୍ଯ୍ୟରେ ରହିଥିବା ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟରତ ହୋମଗାର୍ଡ ଗୌରୀ ବେହେରାଙ୍କୁ ସହାୟତାର ସୁଅ...

Advertisement
Archives

Model This Week