Posted inଜାତୀୟ

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ ବିନା ଏଥର ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦେଢ ବର୍ଷ ହେବ ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଏମ୍‌ ଷ୍ଟାଲିନଙ୍କୁ କଡା ପରୀକ୍ଷା ଦେବାକୁ ପଡୁଛି। ହେଲେ ଏବେ ଲୋକ ସଭା ହିଁ ଷ୍ଟାଲିନଙ୍କ ପାଇଁ ଅସଲ ପରୀକ୍ଷା ହେବ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ତାମିଲନାଡୁର ୩୯ଟି ଲୋକ ସଭା ଆସନରେ ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ୧୮ ତାରିଖରେ ଭୋଟ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍‌; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ

ଅହମଦାବାଦ,୧୭।୪: ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ପାଇଁ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମୁଖ୍ୟ ବିଚାରପତି ସୁନୀତା…

ହର୍ମୁଜ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୪:  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନ ଯୋଗେ କଥା ହେଇଛନ୍ତି । ଏନେଇ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି…

ନୋଏଡା ହିଂସାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଖବର: ଶ୍ରମିକ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର

ନୋଏଡା,୧୬।୪: ନୋଏଡାରେ ଘଟିଥିବା ସାମ୍ପ୍ରତିକ ହିଂସା ସମ୍ପର୍କରେ ପୋଲିସ କମିଶନର ଏକ ବଡ଼ କଥା କହିଛନ୍ତି, ଏହାକୁ ଏକ ପୂର୍ବ ଯୋଜନାବଦ୍ଧ ଏବଂ ଘୃଣ୍ୟ କାର୍ଯ୍ୟକଳାପ (ଦୁଷ୍ଟ…

ମୁସଲିମ ମହିଳାଙ୍କୁ ମିଳିବ କି ସଂରକ୍ଷଣ? ଜାଣନ୍ତୁ ଅମିତ ଶାହା ଜବାବରେ କ’ଣ କହିଲେ

ନୂଆଦିଲ୍ଲୀ,୧୬।୪: ଗୁରୁବାର, ଏପ୍ରିଲ ୧୬ରେ, ମହିଳା ସଂରକ୍ଷଣ ସଂଶୋଧନ ସମ୍ପର୍କିତ ତିନୋଟି ବିଲ ଲୋକ ସଭାରେ ନିର୍ଦ୍ଧାରିତ ସମୟ ଅନୁସାରେ ଉପସ୍ଥାପିତ ହୋଇଥିଲା। ମଞ୍ଜୁର ହେବା ପରେ,…

‘ହର୍ମୁଜ ଗେଟ’ରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଯୁଦ୍ଧଜାହାଜ, ଦୂରତା ଥିଲା ମାତ୍ର ଏତିକି କିଲୋମିଟର, ଜାଣନ୍ତୁ କ’ଣ ଘଟିଲା

ତେହରାନ/ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ନୌସେନାର ହର୍ମୁଜ ପ୍ରଣାଳୀ ଅବରୋଧ ସହିତ ମିଳିତ ହୋଇ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି…

ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହେଲା ଗ୍ରୀଷ୍ମ ଛୁଟି, ଜାଣନ୍ତୁ କେତେଦିନ ବନ୍ଦ ରହିବ ସ୍କୁଲ, ଶିକ୍ଷକଙ୍କ ପାଇଁ ଲାଗୁ ହେବ ନାହିଁ ନିୟମ

ରାୟପୁର,୧୬।୪: ଛତିଶଗଡ଼ରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ପରିସ୍ଥିତି ମଧ୍ୟରେ, ସରକାର ସାରା ରାଜ୍ୟରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଗ୍ରୀଷ୍ମ ପ୍ରବାହର ବଢୁଥିବା…

ଆମେ ସମସ୍ତେ ଭାଗ୍ୟବାନ: କାହିଁକି ସଂସଦରେ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକସଭାରେ ନାରୀ ଶକ୍ତି ବନ୍ଦନ ବିଲ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଯେବେଠାରୁ ଆମ ଦେଶରେ…

ଦିଲ୍ଲୀ ବିମାନ ବନ୍ଦରରେ ଧକ୍କା ହେଲା ୨ ବିମାନ, ଯାତ୍ରୀ ବସିଥିବା ବେଳେ ୱିଙ୍ଗ୍…

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ବିମାନ ବନ୍ଦରରେ ଟଳିଗଲା ବଡ଼ ଦୁର୍ଘଟଣା । ରନଓ୍ବେରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇସଜେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri