କରନ ଜୋହରଙ୍କ ଘରେ ପଶିଲା କରୋନା

ବଲିଉଡ୍‌ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଘରେ କରୋନା ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବିଏମସି ପକ୍ଷରୁ ତାଙ୍କ ଘର ପାଖ ସାନିଟାଇଜ୍‌ କରାଯାଇଛି। ତେବେ ଏହି ଦୁଇ କର୍ମଚାରୀ କାହା ସହ ମିଶିଥିଲେ ତାହାର ସମୀକ୍ଷା ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ଫିଲ୍ମ ଶୁଟିଂ ବନ୍ଦ ଥିବାବେଳେ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଷ୍ଟୁଡିଓ ଭିତରେ ଶୁଟିଂ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

ସୋନୁ ସୁଦ୍‌ଙ୍କ ନାମରେ ଓ୍ବେଲ୍ଡିଂ ଦୋକାନ ଖୋଲିଲେ କେନ୍ଦ୍ରାପଡ଼ାର ଯୁବକ: ଅଭିନେତା କହିଲେ ଏପରି..

ଭୁବନେଶ୍ୱର,୧୬।୮: ବଲିଉଡ୍‌ ଅଭିନେତା ସୋନୁ ସୁଡଙ୍କ ନାମରେ ଓଡ଼ିଆ ଯୁବକ ଖୋଲିଲେ ଓ୍ବେଲ୍ଡିଂ ଦୋକାନ। ଶନିବାର ଦୋକାନ ସମ୍ମୁଖରେ ସ୍ବାଧୀନତା ଦିବସ ପାଳନ ଅବସରରେ ସେ...

ସୋସିଆଲ ମିଡିିଆରେ ଟ୍ରୋଲ ହେବା ପରେ କମେଣ୍ଟ ସେକ୍ସନ ବନ୍ଦ କଲେ ସୋନମ

ମୁମ୍ବାଇ : ରବିବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖାଲି ସିନେ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ସମସ୍ତେ ଏହି ଆତ୍ମହତ୍ୟାର...

ସ୍ତ୍ରୀ ହେବ ତ ଏମିତି

ସୋନମ୍‌ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ...

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି।...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ...

Coronavirus Update


Archives

Model This Week

Why Dharitri