କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି। ନିକଟରେ ସେ ବ୍ୟସ୍ତ ଶୁଟିଂ ସିଡ୍ୟୁଲ ଭିତରୁ ସମୟ ବାହାରି କରି କାନାଡ଼ା ଯାଇଛନ୍ତି କପିଲ-ଗିନ୍ନି। ଏହି ବେବିମୁନକୁ ଉଭୟେ ମନଭରି ଉପଭୋଗ କରୁଥିବା ଦେଖାଯାଇଛି। କପିଲ ନିଜର ଇନଷ୍ଟା ପୃଷ୍ଠାରେ କିଛି ଫଟୋ ଶେୟାର କରି ତୁମେ ଓ ମୁଁ ଏହି ସୁନ୍ଦର ଦୁନିଆରେ ବୋଲି କ୍ୟାପ୍‌ଶନ ଦେଇଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାକୁ ସାତ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକେ ପ୍ରଶଂସକ କପିଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେଠାରୁ ଫେରିବା ପରେ କପିଲ ପୁନର୍ବାର ଶୁଟିଂ ଆରମ୍ଭ କରିବେ। ତେବେ ଗିନ୍ନି ଡିସେମ୍ବରରେ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ

ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍‌ ହୁଡାଙ୍କ ‘ରେଟ୍‌ ଅନ୍‌ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ...

‘ସଂସାର’ ଜରିଆରେ ଫେରୁଛନ୍ତି ମନ୍ଦିରା

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରୁଛନ୍ତି ମନ୍ଦିରା ବେଦୀ। ଏକତା କପୁରଙ୍କ ଶୋ’ ‘ସଂସାର’ରେ ସେ ନଜର ଆସିବେ। ଏହା ଏକ ପାରିବାରିକ ଡ୍ରାମା।...

ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ...

ବିଗ୍‌ବସ୍‌ ବଦଳାଇଲା ଭାଗ୍ୟ: ମହେଶ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଆସିମ୍‌, ନାୟିକା ସାଜିବେ ସନ୍ନି !

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଭାଗ୍ୟ ବଦଳାଇଦିଏ। ଠିକ୍‌ ଏପରି କିଛି ଘଟିଛି ‘ବିଗ୍‌ବସ୍‌-୧୩’ର ପ୍ରତିଯୋଗୀ ଅସିମ୍‌ ରିଆଜଙ୍କ କ୍ଷେତ୍ରରେ।...

ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ

ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଅଭିନେତ୍ରୀ...

ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍‌...

କରୋନାରେ ପୀଡ଼ିତ ବଲିଉଡ୍‌ ଗାୟିକା

ମୁମ୍ବାଇ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ଭାଇରସରେ...

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍‌ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ...

Advertisement
Archives

Model This Week