କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ରିଲିଜ୍‌ ହୋଇଥିବା ଏହାର ଏକ ଗୀତ ଏବେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ରୁଲା ଦିୟା’ ଗୀତଟିକୁ ବଲିଉଡ୍‌ ଗାୟକ ଅଙ୍କିତ ତିଓ୍ବାରୀ ଓ ଭାନୁଶାଲୀ ଗାଇଥିବା ବେଳେ ଏହାକୁ ଟିସିରିଜ୍‌ ଦ୍ୱାରା ରିଲିଜ୍‌ କରାଯାଇଛି। ଏପର୍ଯ୍ୟନ୍ତ ଏହାକୁ ୪୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଏହାକୁ ଦେଖିବା ପରେ ଦର୍ଶକେ କହିଛନ୍ତି ସତରେ କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ। ଜନ୍‌ ଏଥିରେ ମୁଖ୍ୟ ଭୂମିକାରେ ଥିବା ବେଳେ ନିଖିଲ ଆଡଭାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରସ୍‌-ମାହିରା ଗରିବଙ୍କୁ ବାଣ୍ଟିଲେ ଖାଦ୍ୟ

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଅନେକ ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ବହୁତ ଲୋକ...

ଅଭିନେତ୍ରୀ ହେବା ପୂର୍ବରୁ ଆମୀର ଖାନ୍‌ଙ୍କ ସହ ଏହି କାମ କରିଥିଲେ ହୁମା

ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶି। ଏବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ନାୟିକାଙ୍କ ମଧ୍ୟରେ...

ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ...

୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ।...

କପିଲଙ୍କ ପ୍ରଥମ ପାରିଶ୍ରମିକ ଥିଲା ୧୫ଶହ ଟଙ୍କା, ଏବେ ସଲମାନ ତାଙ୍କ ଶୋ’ର ପ୍ରଯୋଜକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଟେଲି ଜଗତର ଜଣେ ଲୋକପ୍ରିୟ ଚେହେରା। ନିଜର ସହକର୍ମୀ ସୁନିଲ ଗ୍ରୋଭରଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ନେଇ ଭାଙ୍ଗି...

ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ...

ନେହାଙ୍କୁ ବିବାହ କରିବା ପୂର୍ବରୁ ଦୁଇଟି ବିବାହ କରିଛନ୍ତି ଶାର୍ଦ୍ଦୂଳ

ବମ୍ବେ: ଅଭିନେତ୍ରୀ ନେହା ପେଡ୍‌ନସେ ହଠାତ୍‌ ବିବାହ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ପ୍ରେମ ବିବାହ କରିବା ନେଇ ସ୍ପଷ୍ଟ ହେବା...

ରିଲିଜ୍‌ ଅପେକ୍ଷାରେ ‘ପାନିପଥ’ର ଆଉ ଏକ ଗୀତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପାନିପଥ’ ଆସନ୍ତା ଡିସେମ୍ବରରେ ପରଦାକୁ ଆସିବ। ହେଲେ ଏହାର ଆଉ ଏକ ଗୀତ ଶନିବାର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।...

BGU
Play 250+ Trending Games
Archives

Model This Week

Why Dharitri