ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି କାର୍ଲିଫର୍ନିଆରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆମେରିକାରେ ପ୍ରବେଶ କରିବାକୁ ଯାଉଥିବାବେଳେ ସାନ୍‌ ସିଡ୍ରୋପୋଟ୍ରୋଠାରୁ ୧୧ ଚାଇନା ଲୋକ ଧରାପଡିଛନ୍ତି। ସେମାନେ ଓ୍ବାଶିଙ୍ଗ୍‌ ମେଶିନ୍‌, ଆଲମାରୀ ଏବଂ ସୋଫା ଭିତରେ ଲୁଚି ଏକ ଟ୍ରକ୍‌ରେ ଆମେରିକା ଯାଉଥିବାବେଳେ କାର୍ଲିଫର୍ନିଆରେ ପୋଲିସ ତାଙ୍କୁ ଗିରଫ କରିଛି। ୟୁଏସ୍‌ କଷ୍ଟମ ଏବଂ ବର୍ଡର ପ୍ରୋଟେକଶନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ରକ୍‌ ଚାଳକ ଜଣଙ୍କ ଆମେରିକାର ନାଗରିକ ବୋଲି ଜଣାପଡିଛି। ଗତ ମାସରେ ମଧ୍ୟ ଏମିତି ଢଙ୍ଗରେ କେତେକ ଚାଇନା ଅଧିବାସୀ ଆମେରିକାରେ ପ୍ରବେଶ କରୁଥିବାବେଳେ ଧରାପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି...

ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ

ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ...

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା...

ଇମ୍ରାନଙ୍କଠାରୁ ୪ ଗୁଳି ବାହାରିଥିବା ପ୍ରମାଣ ହେଲେ ଛାଡିଦେବି ରାଜନୀତି…

ଇସଲାମାବାଦ,୮।୧୧ : ନିକଟରେ ଆଜାଦୀ ମାର୍ଚ୍ଚରେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଦାବି କରିଛନ୍ତି ଯେ ତାଙ୍କ ଗୋଡ଼ରେ ତିନିଟି ଗୁଳି ବାଜିଥିଲା,...

ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର...

ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…

ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ...

ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ

କାଲିଫର୍ନିଆ,୨୬।୨: ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ ହୋଇଛି। ଏଲନ ମସ୍କଙ୍କ ମାଲିକାନା ଟୁଇଟର୍‌ ଦଶଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଅକ୍ଟୋବର ଶେଷରେ ମସ୍କ ସୋସିଆଲ ନେଟୱାର୍କ...

ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା...

Advertisement
Archives

Model This Week