ଓଏସ୍‌ଏଲ୍‌ଏସ୍‌ଏ ସଦସ୍ୟ ସଚିବ ଭାବେ ଦାୟିତ୍ୱ ନେଲେ ବିଦ୍ୟୁତ୍‌ ମିଶ୍ର

କଟକ ଅଫିସ,୧୪ା୪: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ)ର ସଦସ୍ୟ ସଚିବ ଭାବେ ବିଦ୍ୟୁତ୍‌ କୁମାର ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କଟକସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରି ଜ୍ୟୋତି ରଞ୍ଜନ ଦାଶ ଓ କମଳାକାନ୍ତ କର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ମିଶ୍ର ଏହା ପୂର୍ବରୁ ପୁରୀ ଜିଲା ଦୌରାଜଜ୍‌ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗହୀରମଥାରେ ବେଆଇନ ମାଛଧରା: ୧୮ ମତ୍ସଜୀବୀ ଗିରଫ, ୨ ଟ୍ରଲର ଜବତ

ରାଜନଗର,୨।୧୧(ଡି.ଏନ୍‌.ଏ.): ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛଧରୁଥିବା ୧୮ ମତ୍ସଜୀବୀଙ୍କୁ ଶନିବାର ଗିରଫ କରାଯାଇଛି। ଏଥିରେ ନିୟୋଜିତ ୨ ଟ୍ରଲରକୁ ମଧ୍ୟ ରାଜନଗର ବନ...

ଶିଳାନ୍ୟାସରେ ଅଟକିଛି ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ

ପୁରୀ ଅଫିସ,୬ା୫: ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।...

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ବିଭୁ ପ୍ରସାଦ ରାଉତରାୟ

କଟକ ଅଫିସ, ୮। ୧୧- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ହାଇକୋର୍ଟ ପୁରୁଣା...

ଏବର୍ଷ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୧୦: ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିପାରିବେନି ଭକ୍ତ। କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ବେଶ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। ଗୁରୁବାର...

କାର୍ଯ୍ୟରେ ଯୋଗଦେଲେ କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଜୁନାଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପିମଣି ଜାନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ...

ଗୁପଚୁପ୍‌ ବିକାଳିଙ୍କ ସ୍ତ୍ରୀ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ

ନୂଆପଡ଼ା ଅଫିସ,୨୧।୩: ନୂଆପଡ଼ା ଜିଲା ଖରିଆର ରୋଡ ଏନ୍‌ଏସିରେ ୩ ଜଣ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ସୁନିତା ଶେଖର ଜୈନ, ଭାଜପାରୁ...

ଚାନ୍ଦବାଲିବାସୀଙ୍କ ପାଇଁ କହିବାକୁ କେହି ରୋକିପାରିବେ ନାହିଁ: ବ୍ୟୋମକେଶ

ଭୁବନେଶ୍ୱର,୨୫ା୩(ବ୍ୟୁରୋ) :ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲା ବାଁଶଡ଼ା ଥାନାର ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ଏଏସଆଇ)ଙ୍କୁ ଫୋନରେ ଧମକ ଦେବା ପ୍ରସଙ୍ଗକୁ ବିରୋଧୀ ଦଳ ନେତା...

ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ...

Advertisement
Archives

Model This Week