Posted inଖେଳ

ଏହି କ୍ରିକେଟ ଖେଳାଳିଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ମିତାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ପ୍ରଦର୍ଶନକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ ପଚାରାଯାଇଥିଲା ଯେ, ଭାରତୀୟ କ୍ରିକେଟ ଟିମ୍‌ କେଉଁ ଖେଳାଳୀଙ୍କୁ ସେ ପସନ୍ଦ କରନ୍ତି ଓ କାହାକୁ ଡେଟ କରିବାକୁ ଚାହାନ୍ତି। ଏହାର ଉତ୍ତରରେ ମିତାଲି କହିଥିଲେ ଯେ, ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସେ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ଡେଟ କରିବାକୁ ଚାହାନ୍ତି। ସଚିନଙ୍କ ଖେଲ ଦେଖି ମୁଁ ବଡ ହୋଇଛି ସେ ମୋର ଆଦର୍ଶ ବୋଲି ମିତାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯...

ସ୍ପାନିଶ୍‌ ଲିଗ୍‌ ଟାଇଟଲ ଜିତିଲା ରିୟଲ ମାଡ୍ରିଡ୍‌

ମାଡ୍ରିଡ୍‌,୧୭।୭(ଏପି): ରିୟଲ ମାଡ୍ରିଡ୍‌ ଆଉଏକ ବଡ଼ ସଫଳତା ହାସଲ କରିଛି। ମାଡ୍ରିଡ୍‌ ଏଥର ଜଣାଶୁଣା ସ୍ପାନିଶ ଲିଗ୍‌ ଲା ଲିଗା ଟାଇଟଲ ହାସଲ କରିଛି। ଗୁରୁବାର...

ସୁଯୋଗ ହାତଛଡ଼ା କଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ଦଳ ବଡ଼ ସୁଯୋଗ ହାତଛଡ଼ା କରିଛି। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ବିରାଟ...

ଶାହିଦ୍‌ ଆଫ୍ରିଦଙ୍କ ଆରୋଗ୍ୟ କାମନା କଲେ ଗମ୍ଭୀର

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଏବଂ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ସମସ୍ତଙ୍କୁ ଜଣା। କ୍ରିକେଟ ପଡିଆରେ ହେଉ...

ଡେବ୍ୟୁ ମ୍ୟାଚ୍‌ରେ କମାଲ କଲେ ନଟରାଜନ: ପ୍ରଥମ ଦିନ ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଟି.ନଟରାଜନ କମାଲ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଟସ୍‌ ଜିତି...

ସିରିଜ କବ୍‌ଜା କଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ...

ରଣନୀତିକୁ ନେଇ ଚମକାଇଲେ ରୋହିତ, ବିଶ୍ୱକପ୍‌ର ପ୍ରତିଟି ମ୍ୟାଚ୍‌ରେ ଭାରତ ଏକାଦଶରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମହାମୁକାବିଲା ଅନୁଷ୍ଠିତ ହେବ। ସୁପର-୧୨ ଗ୍ରୁପ୍‌ରେ ଉଭୟ ଟିମ୍‌ର ଏହା ପ୍ରଥମ ମ୍ୟାଚ୍‌। ଏହାକୁ ନେଇ ଉଭୟ...

ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ,...

Advertisement
Archives

Model This Week