Posted inଖେଳ

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏବେ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ। ଅସୁସ୍ଥ ଅନୁଭବ କରିବାରୁ ମୁଁ ଟେଷ୍ଟ କରିଥିଲି। ମୋ ଭିତରେ ଥିବା ଲକ୍ଷଣ ସେତେଟା ଗୁରୁତର ନୁହେଁ, ତେଣୁ ମୁଁ ଘରେ ଆଇସୋଲେଟ୍‌ କରିଛି ବୋଲି ସେ କହିଛନ୍ତି। ତୌଫିକ୍‌ ପାକିସ୍ତାନ ପକ୍ଷରୁ ୪୪ଟି ଟେଷ୍ଟ ଖେଲି ୩୭.୯୮ ହାରରେ ୨୯୬୩ ରନ୍‌ ଏବଂ ୨୨ଟି ଦିନିଆ ମ୍ୟାଚ୍‌ ଖେଳି ୫୦୪ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୪ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଲିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ କେତେକ ଫୁଟବଲ୍‌ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବିଶ୍ୱର ମହାନ ଉଇକେଟକିପରଙ୍କ ମଧ୍ୟରେ ଅନ୍ୟତମ କୁମାର ସାଙ୍ଗାକାରାଙ୍କ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବିଶ୍ୱ କ୍ରିକେଟରରେ ନିଜ...

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ...

ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ କିଣିଲା ପୁଣେ ମ୍ୟୁଜିୟମ

କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ ଶେଷର ନିଲାମ ହୋଇଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ...

ମିଶ୍ରି ଖାଇଲେ ମିଳିବ ଏହି ୫ଟି ଫାଇଦା

ମିଶ୍ରି ପାଟିକୁ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିର ୫ ଉପକାରୀ...

ଦଳକୁ ଫେରିଲେ କୋହଲି, ହାର୍ଦ୍ଦିକ, ଈଶାନ୍ତ

ନୂଆଦିଲ୍ଲୀ, ୧୯।୧- ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିବା ପରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟାର୍ଗେଟରେ ହେଉଛି ଇଂଲଣ୍ଡ। ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର...

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି...

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି।...

ସୁପର୍‌ କପ୍‌ ଫାଇନାଲରେ ରିୟଲ ମାଡ୍ରିଡ

ଜେଡା, ୯।୧ (ଏଏଫ୍‌ପି)- ଜିନେଡିନ ଜିଡାନେଙ୍କ ରିୟଲ ମାଡ୍ରିଡ୍‌ ଦଳ ସ୍ପାନିଶ ସୁପର୍‌ କପ୍‌ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମୁକାବିଲାରେ ଏହି ସ୍ପାନିଶ କ୍ଲବ...

Advertisement


Archives

Model This Week

Why Dharitri