ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ ଯତିନରୁ ପାଲଟି ଯାଇଥିଲେ ରାଜେଶ। ସେତେବେଳେ ଯୁବତୀମାନେ ତାଙ୍କ ପାଇଁ ଏକପ୍ରକାର ପାଗଳ ଥିଲେ। କେହି କେହି ତାଙ୍କୁ ରକ୍ତରେ ଚିଠି ଲେଖି ତାଙ୍କ ପାଖ ପଠାଉଥିଲେ। ୧୯୯୬ ମସିହାରେ ଚେତନ ଆନନ୍ଦଙ୍କ ‘ଆଖରି ଖି’ ଫିଲ୍ମ ଜରିଆରେ ସୁପରଷ୍ଟାର ରାଜେଶ ଖାନ୍ନା ଡେବ୍ୟୁ କରିଥିଲେ। ରାଜେଶ ଖାନ୍ନା ଲଗାତର ୧୫ଟି ବ୍ଲକବଷ୍ଟର ଫିଲ୍ମ ଦେବାରେ ଯେଉଁ ବିରଳ ରେକର୍ଡ ବଲିଉଡରେ ସୃଷ୍ଟି କରିଛନ୍ତି, ତାକୁ ଆଜି ଯାଏଁ କେହି ବି ବ୍ରେକ କରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଲୋଭନରେ ଅନୁବାଦ କରେନାହିଁ

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍‌ ଅଧିକ। କ୍ଲାସିକ୍‌ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର...

ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ

ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ...

ସରୋଗେସୀ ଦ୍ୱାରା ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲେ କରିନା; ନିଜ ପୁସ୍ତକରେ କଲେ ଏଭଳି…

ବମ୍ବେ: ପ୍ରଥମ ପରେ ଦ୍ୱିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ୍‌। ନିକଟରେ ସେ ଗର୍ଭଧାରଣ ସମୟର ଅନୁଭୂତିକୁ...

ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଏହି ଅଭିନେତ୍ରୀ ଆଣିଥିଲେ ଶାରୀରିକ ନିର୍ଯାତନା ଅଭିଯୋଗ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା...

ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ...

ସଲମାନ୍‌ଙ୍କ ୨ ଭାଇଙ୍କ ବିରୋଧରେ ମାମଲା ରୁଜୁ

ନୂଆବର୍ଷ ୨୦୨୧ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। କିନ୍ତୁ ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି ପରିସ୍ଥିତିରେ ବିଏମ୍‌ସି ସଲମାନ୍‌ ଖାନ୍‌ଙ୍କ...

ରିଲିଜ୍‌ ଅପେକ୍ଷାରେ ‘ପାନିପଥ’ର ଆଉ ଏକ ଗୀତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପାନିପଥ’ ଆସନ୍ତା ଡିସେମ୍ବରରେ ପରଦାକୁ ଆସିବ। ହେଲେ ଏହାର ଆଉ ଏକ ଗୀତ ଶନିବାର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।...

Advertisement
Archives

Model This Week