Posted inଖେଳ

ଏମିତି ଦେଖିବାକୁ ଧୋନୀଙ୍କ ଆଲିଶାନ୍‌ ବାଇକ୍‌ ଶୋ’ ରୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟଠାରୁ ନଜକୁ ଦୂରେଇ ରଖିଛନ୍ତି। ଏବେ ସେ ନିଜ ପରିବାର ସହ ରାଞ୍ଚିରେ ସମୟ ବିତାଉଛନ୍ତି। ସମସ୍ତେ ଜାଣିଛନ୍ତି ମାହିଙ୍କୁ ନୂଆ ନୂଆ ବାଇକ୍‌ କଲେକ୍ସନ କରିବା ଭାରି ସଉକ। କେବଳ ବାଇକ୍‌ ନୁହେଁ, ଚାରିଚକିଆ ଗାଡି ବି ସେ କଲେକ୍ସନ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଧୋନୀଙ୍କ ବାଇକ୍‌ ଶୋ’ ରୁମ୍‌ ଫଟୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଶୋ’ ରୁମ୍‌ଟି ଆଲିଶାନ୍‌ ବଙ୍ଗଳାରେ ନିର୍ମାଣ କରାଯାଇଛି। ଏହି ଶୋ’ ରୁମ୍‌ଟି ତାଙ୍କ ଫାର୍ମ ହାଉସ୍‌ ରହିଛି। ଏଠାରେ ଧୋନୀଙ୍କ ପସନ୍ଦର ନୂଆ ଏବଂ ପୁରୁଣା ବାଇକ୍‌ ସବୁ ରହିଛି। ପାଖାପାଖି ୪ ଡର୍ଜନରୁ ଅଧିକ ବାଇକ୍‌ ଏଠାରେ ରଖାଯାଇଛି। ଏହି ଶୋ’ ରୁମ୍‌ ନିଜ ବନ୍ଧୁଙ୍କୁ ଡାକି ଖୁବ୍‌ ମଜା କରିଥିଲେ ଧୋନୀ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ବାଇକ୍‌ ଉପରେ ବସି ଫଟୋ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସନ୍ତାବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜନ ସମ୍ଭାବନା

ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍‌ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍‌ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ...

କୋଭିଡ୍‌-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର

ସିଡ୍‌ନୀ,୩।୬(ପି.ଟି.): କୋଭିଡ୍‌- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍‌ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର...

ଓ୍ବିଲିୟମ୍ସଙ୍କୁ ଆଇଏସ୍‌ଏଲ୍‌ ହିରୋ ଅଫ୍‌ ମନ୍ଥ ପୁରସ୍କାର

ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) ହିରୋ ଅଫ୍‌ ଦି ମନ୍ଥ ପୁରସ୍କାର ହାସଲ...

ନୂଆ ଟାଇଟଲ ସ୍ପୋନ୍ସର ସନ୍ଧାନ ପ୍ରସଙ୍ଗ: ବିସିସିଆଇ ଆଗରେ ଚ୍ୟାଲେଞ୍ଜ

ମୁମ୍ବାଇ,୬।୮: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୩ତମ ସଂସ୍କରଣରେ ଟାଇଟଲ ପ୍ରାୟୋଜକ ତଥା ଚାଇନା ମୋବାଇଲ୍‌ କମ୍ପାନୀ ଭିଭୋ ଓ ଭାରତୀୟ କ୍ରିକେଟ...

ପୁଣି ଆହତ ସମସ୍ୟା ସାଜିଲା ବାଧକ

ଲଣ୍ଡନ, ୧୭ା୫ : ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚ୍ଚର ବାଦ୍‌ ପଡ଼ିଛନ୍ତି। ନିକଟରେ ଆହତ ସମସ୍ୟା...

ନିଜ ଠାରୁ ୭ ବର୍ଷ ବଡ ଧୋନୀଙ୍କ ପ୍ରେମରେ କେମିତି ପଡିଥିଲେ ସାକ୍ଷୀ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିବାହର ୧୦ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ...

ନ୍ୟାଶନାଲ କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ ହକି କ୍ୱାଲିଫାୟର ପାଇଁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପ୍ରଶିକ୍ଷଣ ଶିବିର ସୋମବାର ଆରମ୍ଭ ହେବ। ଏଥିରେ ଯୋଗଦେବା ପାଇଁ...

Advertisement
Ten Cric Info


Archives

Model This Week