Posted inଫୁରସତ

ଏମତି ଉପାୟରେ ମାଛ ଝାମ୍ପି ନେଉଛି ଏହି ପକ୍ଷୀ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପକ୍ଷୀକୁ ଦେଖିବାକୁ ମିଳୁଛି। ଯିଏ କାଗଜ ପକାଇ ମାଛ ଧରୁଛି । ପକ୍ଷୀଟି ଚାଲାକ ସହକାରେ ଏକ କାଗଜକୁ ଏଠାରୁ ସେଠାକୁ ପକାଉଛି। ଯାହାକୁ ଖାଦ୍ୟ ଭାବି ମାଛ ଉପରକୁ ଆସୁଛି। ପରେ ପକ୍ଷୀଟି ମାଛକୁ ଧରିପକାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର...

ଆଶ୍ଚର୍ଯ୍ୟଜନକ କାମ କଲେ ଯୁବତୀ, ୟୁଜର୍ସ କହିଲେ ହେ ଭଗବାନ!

ଆଜିକାଲି ଲୋକମାନେ ସୃଜନଶୀଳତା ନାମରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କେହି କେହି ଆଇସକ୍ରିମରେ ଦୋସା ତିଆରି କରୁଥିବାବେଳେ କେହି କେହି ଚାଉମିନ ମୋମୋସ...

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ...

ସୁଖଦ ଯାତ୍ରା ପାଇଁ..ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ସୋଲୋ ଟ୍ରାଭଲିଂ ମାନେ ମନପସନ୍ଦର ସ୍ଥାନକୁ ଏକା ଭ୍ରମଣ କରିବା। ତେବେ ଏହି ସୋଲୋ ଟ୍ରାଭଲିଂ ସମୟରେ କିଛିଟା ବିଶେଷ ଦିଗ ପ୍ରତି ନିହାତି ଧ୍ୟାନ...

ଭୟଙ୍କର ପ୍ରି-ଓ୍ବେଡିଂ ଫଟୋଶୁଟ୍‌: ଭିଡିଓ ଦେଖିଲେ…

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର...

ବିନା ଚାର୍ଜରରେ ମୋବାଇଲ୍‌ ଫୋନ୍‌ ହେବ ଚାର୍ଜ

ନୂଆଦିଲ୍ଲୀ: ଏମିତି ଅନେକ ଥର ହୋଇଥିବ, ଆପଣ ଘରେ ଚାର୍ଜର ଭୁଲି ମୋବାଇଲ ସାଙ୍ଗରେ ନେଇ ବାହାରି ପଡ଼ିଥିବେ। ଆଉ କିଛି ସମୟ ପରେ ଯେତେବେଳେ...

ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ

କୋଣାର୍କ ମନ୍ଦିର ଉପରେ କଲମଚାଳନା କରିବାକୁ ଧାଇଁ ଆସିଥିବା ପଣ୍ଡିତମାନେ ମୂଳ ମନ୍ଦିରର ନାମକୁ ଏଡ଼େଇଗଲେ। ମୂଳ ମନ୍ଦିରର ଶବ୍ଦ ଭିତରେ ଥିବା ରହସ୍ୟ ବୁଝିବା...

ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ

ମାଡ୍ରିଡ୍‌,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ...

Advertisement
Archives

Model This Week