ଏଇ ଭାରତରେ

୬୦ ବର୍ଷ ବୟସ ପରେ ଆର୍ଥିକ ରୂପେ ସ୍ବାଧୀନ ଜୀବନ ଜିଇବା ସହଜ ନ ହେଲେ ମଧ୍ୟ ଗୁଜରାଟ ନବସାରୀ ଥାଟ ଗାଁର ୬୧ ବର୍ଷୀୟା ଲକ୍ଷ୍ମୀ ପଟେଲଙ୍କ କାହାଣୀ ଆମ ପାଇଁ ପ୍ରେରଣାଦାୟକ ନିଶ୍ଚୟ। ଅନ୍ୟମାନଙ୍କ ଉପରେ କୌଣସି ପ୍ରକାର ନିର୍ଭର ନ କରି ସେ ସ୍ବାବଲମ୍ବୀ ହୋଇପାରିଛନ୍ତି ଓ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ବି ସୃଷ୍ଟି କରିଛନ୍ତି। ସେ ପରିଣତ ବୟସରେ ଅର୍ଗାନିକ କୃଷି କରୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ ଲକ୍ଷ୍ମୀ ବର୍ଷକୁ ଏହି ଚାଷରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ନବସାରୀ କୃଷି ବିଶ୍ୱବିଦ୍ୟାଳୟର ଟ୍ରେନିଂ କ୍ୟାମ୍ପରେ ଯୋଗଦେଇ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ଚାଷ କରୁଛନ୍ତି। ସେ ୫୧ ବର୍ଷ ବୟସରେ ଜମି କିଣି ଏହି ଚାଷରେ ମନୋନିବେଶ କରିଥିଲେ ଓ ତାହା ଏଯାବତ ଜାରି ରଖିଛନ୍ତି। ସେ ଏବେ ଆଟ ଗାଁର ସବୁଠୁ ଅଧିକ ରୋଜଗାରିଆ ମହିଳା। କେବଳ ଏତିକି ନୁହେଁ ସେ ମଧ୍ୟ ସ୍ଥାନୀୟ ଗ୍ରାହକଙ୍କୁ ଜୈବିକ କୃଷି ସମ୍ବନ୍ଧରେ ଶିକ୍ଷା ଦେଉଛନ୍ତି। ୬୧ ବର୍ଷରେ ସେ ଦିନରାତି କ୍ଷେତରେ କାମ କରିପାରୁଛନ୍ତି ଓ ସୁସ୍ଥ ଅଛନ୍ତି। କୃଷି ଉତ୍ପାଦନର ମାର୍କେଟିଂ ବି ନିଜେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିଶ୍ୱରେ ଏବେ ଇଲେକ୍‌ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି...

ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ...

କୃଷକ, କୃଷିବୈଜ୍ଞାନିକ ଓ ବିଶ୍ୱଶାନ୍ତି

ପ୍ର. ସଞ୍ଜୟ କୁମାର ସାମନ୍ତରାୟ ଷୀ ହସିଲେ ଦୁନିଆ ହସେ। ଦୁନିଆ ହସିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୁଏ। କୃଷି ଉପରେ ବିଶ୍ୱର ସବୁଦେଶ ନିର୍ଭରଶୀଳ।...

ଏଇ ଭାରତରେ

ପାଠ ଓ ପରିବାର ବୋଝକୁ ନେଇ ଆଗକୁ ବଢ଼ୁଥିବା କେରଳର ଦୁଇ ଭଉଣୀଙ୍କ ସଂଗ୍ରାମ ଯୁବପିଢ଼ିଙ୍କ ଲାଗି ପ୍ରେରଣାଦାୟକ। ଥିରୁଭାନନ୍ତପୁରମ ଅଟିଙ୍ଗଲର ହରିପ୍ରିୟା ଓ ଶିବପ୍ରିୟା...

କେତେ ସୁରକ୍ଷିତ ଜୈବିକ ଖାଦ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର ପନିପରିବାକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କୃଷି କ୍ଷେତ୍ରରେ କୀଟନାଶକ ଔଷଧର ବ୍ୟବହାର କରାଯାଉଛି। ହେଲେ ଏହି...

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

ଚାଷକୁ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ ରାଜ୍ୟରେ ଏବେ ଅଗ୍ନି ବର୍ଷୁଛି। କେତେକ ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ସହର ଏବେ ସତେଯେମିତି ତତଲା କଡ଼େଇରେ ଭାଜି...

Dillip Cherian

ନିଯୁକ୍ତି ଆଲୋଡ଼ନ

ସିକିମ୍‌ ସରକାର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏ.ସୁଧାକର ରାଓଙ୍କୁ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ...

Advertisement
Archives

Model This Week