ଏଇ ଭାରତରେ

ଲାଭ ଆଶାରେ ନୁହେଁ ବରଂ ଘରଗୁଡିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ଲାଗିଛନ୍ତି ହାଇଦ୍ରାବାଦ୍‌ର ଚାରିଜଣ ଉଚ୍ଚଶିକ୍ଷିତ ଯୁବକ। ବର୍ଜ୍ୟବସ୍ତୁକୁ ସେମାନେ ରିସାଇକ୍ଲିଂ କରାଉଛନ୍ତିି। ରୋଷନ ମିରନ୍ଦା, ଉଦିତ ପଟିଦାର, ଜୟନାରାୟଣ କୁଲଥିଙ୍ଗଲ ମିଶି ଏହି କାର୍ଯ୍ୟରେ ଲାଗିଛନ୍ତି। ଉଦିତ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତକୋତ୍ତର ହାସଲ କରିବା ସହ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌ଡି କରିଛନ୍ତି। ରୋଷନ ଫାର୍ମାସ୍ୟୁଟିକାଲ ସାଇନ୍ସରେ ଡିଗ୍ରୀ ଓ ଜୟନାରାୟଣ ଫାର୍ମକୋଲୋଜିରେ ପିଏଚ୍‌ଡି କରିଛନ୍ତି। ସେମାନେ ୨୦୧୮ରେ ବିନ୍‌ଟିକ୍ସ ଓ୍ବେଷ୍ଟ୍‌ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ଗଠନ କରି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି ବୋଲି କହିଛନ୍ତି ଷ୍ଟାର୍ଟଅପ୍‌ର ସହ ପ୍ରତିଷ୍ଠାତା ୩୬ ବର୍ଷୀୟ ଉଦିତ। ସେମାନେ ଏବେ ସୁଦ୍ଧା ୮୦ହଜାର ୟୁନିଟ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଥିରୁ ୨୫୦ ଟନ ରିସାଇକ୍ଲିଂ କରିସାରିଲେଣି। ସେମାନେ ସଂଗ୍ରହ କରୁଥିବା ବର୍ଜ୍ୟବସ୍ତୁକୁ ୩୦ ଭାଗରେ ପୃଥକ କରି ତାହାକୁ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ (ସିପିସିବି)ର ସ୍ବୀକୃତିପ୍ରାପ୍ତ ରିସାଇକ୍ଲର୍‌ଙ୍କ ନିକଟକୁ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞ ମଣିଷର ଅଜ୍ଞତା

ବୈକୁଣ୍ଠନାଥ ମିଶ୍ର   ପ୍ରାଚୀନ କାଳରେ ଯେତେବେଳେ ଆମ ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା, ସେହି ସମୟରେ ରାଜା ଜମିଦାରଙ୍କ ଅତ୍ୟାଚାରରେ ସାଧାରଣ ପ୍ରଜା କେବଳ...

ସମ୍ପାଦକୀୟ/ଦେଖଣାହାରି

ଗୁଜରାଟ ସୁରଟର ଏକ କୋଚିଂ ସେଣ୍ଟରରେ ୨୪ ମେ’ରେ ହୋଇଥିବା ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ନିଅଁା ଲାଗିଯିବା ପରେ ଭୟରେ ଉକ୍ତ...

ଏଇ ଭାରତରେ

ମାଟିମୂର୍ତ୍ତି ବିସର୍ଜନ ଯୋଗୁ ବର୍ଦ୍ଧିତ ଜଳ ପ୍ରଦୂଷଣ ରୋକିବା ଲାଗି ନାସିକ୍‌ର ତୃପ୍ତି ଗାଏକ୍ୱାଡ୍‌ଙ୍କ ଅଭିଯାନ ପ୍ରଶଂସନୀୟ। ୩୩ ବର୍ଷୀୟା ତୃପ୍ତି ଗତ ଦୁଇ ବର୍ଷ...

ମହାପୁରୁଷ ମହମ୍ମଦ

ଇଂ. ରୌଶନ ଖାନ ହଜରତ ମହମ୍ମଦ ରସୁଲୁଲ୍ଲାଃଙ୍କର ଧରାପୃଷ୍ଠରେ ଆବିର୍ଭାବ ଓ ଅବତରୀୟ ଲୀଳା ସମ୍ବନ୍ଧରେ ପୂର୍ବ ସୂଚନା ଦେଇ ବ୍ୟାସମୁନି ଭବିଷ୍ୟ ପୁରାଣରେ କହିଥିଲେ-...

ଛାଡ଼ଖାଇ ମାହାତ୍ମ୍ୟ

ଡ଼. କୁଳାଙ୍ଗାର ଛାଡ଼ଖାଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ସଂଖ୍ୟାଧିକ ଲୋକଙ୍କର ପାଟିରେ ପାଣି ଭରିଯାଏ। ନ ହୁଅନ୍ତା ବା କିପରି? ମଣିଷ ମାତ୍ରେ ହିଁ ଆଇଁଷିଆ...

ତେଲ: ଦର ବଢ଼ିଲେ ଭଲ

ଡ. କୁଳାଙ୍ଗାର ଇନ୍ଧନ ବା ତେଲ ଦର ବୃଦ୍ଧି ପାଇବା ମାତ୍ରେ ଆମ ମନରେ ନାନା ନକାରାତ୍ମକ ଚନ୍ତାଧାରା ଧସେଇ ପଶିଥାଏ। ଧେତେରିକା ଏ ସରକାର...

ଏଇ ଭାରତରେ

ବାଇକର ଓଜନ ମାତ୍ର ୩୫ କିଲୋଗ୍ରାମ। ଏହାକୁ ପୁଣି ଚଲାଇବେ ବିନା ଡ୍ରାଇଭିଂ ଲାଇସେନ୍ସରେ। ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ।...

ଆଲୋକର ପର୍ବ ଦୀପାବଳି

ଉମା ଶଙ୍କର ପ୍ରସାଦ ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ। ଏଥିରେ ଦୀପାବଳିର ମହତ୍ତ୍ୱ ସର୍ବୋଚ୍ଚ ଓ ମହନୀୟ। ଜାତୀୟ ପର୍ବ ଦୀପାବଳିର ପାଳନ ମୂଳରେ...

Advertisement
Archives

Model This Week