ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁରାରୋଗ୍ୟ ବ୍ୟାଧିରେ ପୀଡିତଙ୍କୁ ମାଗଣାରେ ଓଷଧ ଯୋଗାଉଛନ୍ତି। ପ୍ରତିମାସରେ ସେ ଅଢ଼େଇରୁ ତିନି ଲକ୍ଷ ଟଙ୍କାର ଓଷଧ ବାଣ୍ଟୁଛନ୍ତି। ତାଙ୍କ ସେବାକେନ୍ଦ୍ରର ନାମ ଗୁରୁ ନାନକ ମେଡିକାଲ ସେବା। ସେ ଲକ୍ଷ୍ନୌର କେଜିଏମ୍‌ସି ମେଡିକାଲ କଲେଜରେ ମାଗଣାରେ ଲଙ୍ଗର ଲଗାଇ ନିଜେ ସେବା ଦେଉଛନ୍ତି। ଏହି ଲଙ୍ଗରକୁ ସେ ଯିବା ସମୟରେ ସେଠାରେ କିଛି ଲୋକଙ୍କ ପାଖରେ ଓଷଧ କିଣିବା ଲାଗି ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ତା’ପରେ ୬ ମାସ ନିଜ ପକେଟରୁ ଖର୍ଚ୍ଚ କରି ଲୋକମାନଙ୍କୁ ମାଗଣାରେ ଓଷଧ ଦେବାପରେ ଏହି ସେବାରେ ତାଙ୍କର ସାଙ୍ଗମାନେ ସାମିଲ ହୋଇଥିଲେ ଓ ସେବେଠାରୁ ଏହି ସେବା ଆଗକୁ ବଢିବାରେ ଲାଗିଛି। ପରମଙ୍କ ସାଙ୍ଗମାନେ ବିଭିନ୍ନ ବ୍ୟବସାୟ କରୁଛନ୍ତି ଓ ଏଥିଲାଗି ସାହାଯ୍ୟ ବି କରୁଛନ୍ତି। ଏମାନେ ସୋସିଆଲ ମିଡ଼ିଆ ଓ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ମାଧ୍ୟମରେ ମୋବାଇଲ ନମ୍ବର ଜଣାଇ ଦେଇଛନ୍ତି। ଯେଉଁମାନଙ୍କର ଆବଶ୍ୟକ ହେଉଛି ସେମାନେ ପରମଙ୍କୁ ସାକ୍ଷାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ଅଗଣାଠାରୁ ଛାତ, ଯୁଆଡ଼େ ଚାହିଁବ ପରିବା ଓ ଫୁଲ। ଏମିତି ଏକ ଅର୍ବାନ ଗାର୍ଡେନ୍‌ ବା ସହରୀ ବଗିଚା କରିଛନ୍ତି ବିହାର ରାଜ୍ୟ ଔରଙ୍ଗାବାଦର...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭାରତୀୟ ପରମ୍ପରାରେ ମଣିଷ ଜୀବନର ଲକ୍ଷ୍ୟ ହେଉଛି ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ପ୍ରାପ୍ତି। ସେ ତା’ ଜୀବନର ଚାରୋଟି...

ମନର ମାନଚିତ୍ର ଓ ଜାତିର ଚେତନା

ଉପେନ୍ଦ୍ର ବିଶ୍ୱାଳ ଚିର ମୌନ ଆଜି ‘ମନର ମାନଚିତ୍ର’ର ମଣିଷ। ଅଗଣିତ ପାଠକଙ୍କ ମନର ମଲାଟରେ ଆଙ୍କି ଚାଲିଥିଲେ ମୂଲ୍ୟବୋଧର ମାନଚିତ୍ର। ମହାନତାର ମନ୍ତ୍ରରେ ମନ୍ତ୍ରମୁଗ୍ଧ...

ଏଇ ଭାରତରେ

ମାଙ୍ଗାଲୋରର ଘରୋଇ ସହାୟିକା ରଜନୀ ସେଟ୍ଟୀ ଯାହା ରୋଜଗାର କରୁଛନ୍ତି ସେଥିରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଥରେ ବସ୍‌ରେ ଯାତ୍ରା କରିବା ସମୟରେ ଏକ...

ବଡ଼ ଲୋକଙ୍କୁ ଉତ୍ତର ନାହିଁ

ବୈକୁଣ୍ଠନାଥ ମିଶ୍ର ଘଞ୍ଚ ଜଙ୍ଗଲ ମଧ୍ୟରେ ସୁଉଚ୍ଚ ପାହାଡ଼। ପାହାଡ଼ରୁ କଳକଳ ନାଦ କରି ବହିଆସୁଛି ଚିର ଚଞ୍ଚଳ ଝରଣା। ବନ୍ୟଜନ୍ତୁଙ୍କ ତୃଷା ନିବାରଣର ଏକ...

ଗୋରୁଙ୍କ ମାରାତ୍ମକ ଯକ୍ଷ୍ମା

ପରିବେଶ ପରିଚିନ୍ତା/ମାନେକା ଗାନ୍ଧୀ ଆମେ ଗୋଟିଏ ରୋଗକୁ ପ୍ରାଣଘାତକ ମନେକରି ଭୟଭୀତ ହେଉ କିନ୍ତୁ ଏମିତି ଅନେକ ରୋଗ ଯାହାକୁ ଭୟ କରିବା ଉଚିତ ତାହାକୁ...

ଗଣତନ୍ତ୍ର ବଦଳିଗଲାଣି

ସହଦେବ ସାହୁ ସ୍ଵଚ୍ଛତା ଓ ଦାୟିତ୍ୱବୋଧ ଗଣତନ୍ତ୍ରର ଦୁଇଟି ଉର୍ବରକ;- କଞ୍ଚା ଓଡ଼ିଆରେ କହିଲେ ଶାସନରେ ଖୋଲାପଣିଆ ଚାଲୁରଖିବା ଓ ଶାସନ ଚଳାଉଥିବା ଲୋକେ ସେମାନଙ୍କ...

Advertisement
Archives

Model This Week