ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍‌’ର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ,୪।୮: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି। ଏବେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ରଖିଛନ୍ତି ଜନ୍‌। ସେ କହିଛନ୍ତି ଉପରାଷ୍ଟ୍ରପତି ଫିଲ୍ମର ସ୍କ୍ରିନିଂରେ ଉପସ୍ଥିତ ରହିବା ଗର୍ବର ବିଷୟ। ଏଥିପାଇଁ ଜନ୍‌ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ହୋଇଥିବା ସିରିଏଲ୍‌ ବିସ୍ଫୋରଣକୁ ଏଥିରେ ସ୍ଥାନ ଦିଆଯାଇଛି। ଜନ୍‌ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି...

ବିହାର: ଭାଜପାରୁ ୯, ଜେଡିୟୁରୁ ୧୫ ବହିଷ୍କୃତ

ପାଟନା, ୧୪ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ଆଶାରେ ଦଳଡିଆଁ ପାଇଁ ଭାଜପାର ୯ ଓ...

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା...

ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍‌, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା

ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍‌ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର...

ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ…

ନୂଆଦିଲ୍ଲୀ,୨୭।୯: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଭାରତ ବନ୍ଦ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି...

ବାପା

ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ...

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି...

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ...

Advertisement


Archives

Model This Week