Posted inଜାତୀୟ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହିଁକି ଯୋଗୀଙ୍କୁ ଦିଆଯାଇଥିଲା, ଗୁମର ଖୋଲିଲେ ଶାହ

ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ଉତ୍ତରପ୍ରଦେଶରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଏକ ପ୍ରକଳ୍ପର ଭୂମି ପୂଜନ ଅବସରରେ ଶାହ କହିଛନ୍ତି, ଗୋଟିଏ ମ୍ୟୁନିସିପାଲିଟି ଚଲାଇବାର ଅନୁଭୂତି ନ ଥିବା ଯୋଗୀଙ୍କୁ ଏତେ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆuଯାଉଛି ବୋଲି ଲୋକମାନେ ମୋତେ ଫୋନ୍‌ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ଭାବିଥିଲୁ, କାରଣ ସେ କାମ କରିବାକୁ ଆଗ୍ରହୀ ଥିଲେ ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ହାସଲ କରିବାପରେ ଯୋଗୀଙ୍କୁ ଅଚାନକ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ ହେଲା କାଳ: ଚାଲିଗଲା ୧୯ ଜୀବନ

ଅହମ୍ମଦାବାଦ୍‌,୨୬।୭: ଗୁଜରାଟର ବୋଟାଡ ଜିଲାର ରୋଜିଦ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ...

ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ

ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିର ମୁଖ୍ୟ ଗୁଲାମ...

ଆଗକୁ କିଭଳି ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଚାଇନା, ରୁଷିଆ, ପାକିସ୍ତାନ ଆଦି କେତେକ ଦେଶ ନିଜର ମନୋଭାବ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କକୁ...

ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ...

ଭବାନୀପୁରରେ ଭାଜପାର ଗୁପ୍ତ ପ୍ରଚାର, ବଡ଼ ରାଲିକୁ ମନା…

କୋଲକାତା,୧୮।୯: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗୁପ୍ତ...

ଦାଦନଙ୍କ ସମସ୍ୟା ସମାଧାନ କର

ନୂଆଦିଲ୍ଲୀ,୩ା୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାଦନ ଶ୍ରମିକମାନଙ୍କର ଆପତ୍ତି ଅଭିଯୋଗର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର...

କେନ୍ଦ୍ରମନ୍ତ୍ରୀଙ୍କ ଭୋଟ୍‌ ଆଉ କିଏ ଦେଇଥିବା ଅଭିଯୋଗ

ଚେନ୍ନାଇ,୧୯ା୨: ତାମିଲନାଡୁ ପୌର ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ ଭୋଟ ଅନ୍ୟ କେହି ଦେଇଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶନିବାର ଅଭିଯୋଗ...

Advertisement
Archives

Model This Week