Posted inଜାତୀୟ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହିଁକି ଯୋଗୀଙ୍କୁ ଦିଆଯାଇଥିଲା, ଗୁମର ଖୋଲିଲେ ଶାହ

ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ଉତ୍ତରପ୍ରଦେଶରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଏକ ପ୍ରକଳ୍ପର ଭୂମି ପୂଜନ ଅବସରରେ ଶାହ କହିଛନ୍ତି, ଗୋଟିଏ ମ୍ୟୁନିସିପାଲିଟି ଚଲାଇବାର ଅନୁଭୂତି ନ ଥିବା ଯୋଗୀଙ୍କୁ ଏତେ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆuଯାଉଛି ବୋଲି ଲୋକମାନେ ମୋତେ ଫୋନ୍‌ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ଭାବିଥିଲୁ, କାରଣ ସେ କାମ କରିବାକୁ ଆଗ୍ରହୀ ଥିଲେ ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ହାସଲ କରିବାପରେ ଯୋଗୀଙ୍କୁ ଅଚାନକ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ୨୩ ଲକ୍ଷ

ନୂଆଦିଲ୍ଲୀ,୨୯ା୫(ପି.ଟି.): କୋଭିଡ୍‌-୧୯ ଯୋଗୁ ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥିବା କିମ୍ବା ବିଦେଶରୁ ଫେରିଥିବା ପାଖାପାଖି ୨୩ ଲକ୍ଷ ଲୋକଙ୍କୁ କ୍ୱାରାଣ୍ଟାଇନରେ...

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ରାମବିଳାସ ପାସଓ୍ବାନ ନିଖୋଜ ପୋଷ୍ଟର ଲଗାଇଲେ ଗ୍ରାମବାସୀ: ଖୋଜି ଆଣିଲେ ପୁରସ୍କାର ୧୫ ହଜାର

ବୈଶାଳୀ,୨୩।୬: ବିହାରର ବୈଶାଳୀ ଅନ୍ତର୍ଗତ ହରିବଂଶପୁର ଗ୍ରାମର ବାସିନ୍ଦା ଏମ୍‌ପି ରାମବିଳାସ ପାସଓ୍ବାନ ନିଖୋଜ ଲେଖା ଥିବା ପୋଷ୍ଟର ଲଗାଇଛନ୍ତି। ଗ୍ରାମରେ ନାନା ପ୍ରକାର ସମସ୍ୟା...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

ଦୀପିକାଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) ହିଂସାକୁ ନେଇ ରାଜନୀତି ହୋଇଛି ସରଗରମ। ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଗସ୍ତକୁ ନେଇ ବିବାଦ...

ସୁନ୍ଦରବାନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଶନିବାର ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରି ଜିଲାର ସୁନ୍ଦରବାନି ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ...

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ...

କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!

କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି।...

Coronavirus Update

Archives

Model This Week

Why Dharitri