ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି

ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି ଚାଲି ଯିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତିି। ଏହାକୁ ବିରୋଧ କରି ଗ୍ରାମବାସୀ ଆସି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ା ଉଚ୍ଛେଦ ନ କରି ସ୍ଥାୟୀ ପ୍ରମାଣପତ୍ର ଭାବେ ପଟ୍ଟା ଦେବାକୁ ସେମାନେ ଦାବି କରିଛନ୍ତି ା ଆମ୍ଭେମାନେ ସୁରାଦେଇ ଗ୍ରାମରେ ଆଜକୁ ୨୫ ବର୍ଷ ହେବ ବସବାସ କରି ଆସୁଛୁ ା ଆମ ନାମରେ ଜବରଦଖଲ ମାମଲା ରୁଜୁ ହୋଇଛି। ଏ ବାବଦରେ ସରକାରଙ୍କୁ ଖଜଣା ଦେଉଛୁ ା ତହସିଲଦାର ଗତ ୨ ତାରିଖରେ ବେଦଖଲ ହେବାକୁ ନୋଟିସ୍‌ ଦେଇଛନ୍ତି ା ଆମ୍ଭେମାନେ ପିଲା ଛୁଆ ନେଇ ରହୁଛୁ ା ଆମ ଘରକୁ ବିପିଏଲ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ବେଦଖଲ କରାଗଲେ ପିଲା ଛୁଆଙ୍କୁ ନେଇ କୁଆଡେ ଯିବୁ ା ଆଉ କୌଣସିରେ ଆମ୍ଭର ଜମି ନାହିଁ ା ଦିନ ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଛୁ ା ଆମ୍ଭକୁ ବେଦଖଲ ନ କରି ଜମି ପଟ୍ଟା ପ୍ରଦାନ କଲେ ଉପକୃତ ହେବୁ ବୋଲି ଗ୍ରାମବାସୀ ଅଲେଖ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଗୋଲାପ ରଣା, ପ୍ରସନ୍ନ ବେହେରା, ଗୀତାଞ୍ଜଳି ବେହେରା, ସରୋଜିନୀ ମୁଦୁଲି ଓ ଜାନକୀ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର...

ଆହାର କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଖାଦ୍ୟ, ପ୍ରତିବାଦ କଲେ ମାଡ଼ ମାରୁଛନ୍ତି କର୍ମଚାରୀ

ବରଗଡ଼ ଅଫିସ, ୧୧।୩: କମ୍‌ ଦାମରେ ସୁଷମ ଖାଦ୍ୟ ଯୋଗାଣ ପାଇଁ ସରକାର ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ବରଗଡ଼ ସହରରେ ଆହାର...

ବିଧାନସଭାରେ ବ୍ଲକ ପୁନର୍ଗଠନ ଦାବିକଲେ ବିରୋଧୀ ଓ ଶାସକ; ବ୍ଳକ ଗଠନ ପାଇଁ ଏବେ କୌଣସି ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ବ୍ଲକ ପୁନର୍ଗଠନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ୧୯୫୮ ମସିହାରୁ ବ୍ଲକ ପୁନର୍ଗଠନ କାର୍ଯ୍ୟ କରାଯାଇ ୩୧୪ଟି ଗଠିତ...

କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ...

ସମସ୍ୟା ଘେରରେ କୁଞ୍ଜବିହାରୀ ମନ୍ଦିର

କୁଜଙ୍ଗ,୪ା୪(ଡି.ଏନ୍‌.ଏ.): ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗରେ ପ୍ରସିଦ୍ଧ କୁଞ୍ଜବିହାରୀ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଏହାସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ଗତି...

ଡିସେମ୍ବର ୭ରୁ ଡଗ୍‌ ଶୋ’: ପ୍ରଥରଥର ପାଇଁ ହେବ ବିଗଲ ସ୍ପେଶିଆଲିଟି

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ପ୍ରତିବର୍ଷ ହେଉଥିବା ଡଗ୍‌ ଶୋ’ ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ...

ଫେବୃୟାରୀ ୧୦ରୁ ପିଜି କ୍ଲାସ ଆରମ୍ଭ

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ- କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରି-ଫାଇନାଲ...

ଏସ୍‌ପିଙ୍କୁ ଘେରିଲେ ଅଭିଯୋଗକାରୀ

ଢେଙ୍କାନାଳ ଅଫିସ, ୨୫ ।୧ ଢେଙ୍କାନାଳ ସଦର ଥାନା ହରେକୃଷ୍ଣପୁର ଗ୍ରାମର ଲିସାରାଣୀ ନାୟକଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟଘେରରେ ରହିଛି। ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା...

Advertisement
Archives

Model This Week