Posted inଜାତୀୟ

ଇରାନରେ ଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଚାଲିଛି ପ୍ରସ୍ତୁତି !

ନୂଆଦିଲ୍ଲୀ,୧।୩: ଚାଇନା ଓ ଦକ୍ଷିଣ କୋରିଆ ପରେ ଏବେ ଇରାନରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏବେସୁଦ୍ଧା ଇରାନରେ କରୋନା ଭାଇରସରେ ସଂକ୍ରମିତ ହୋଇ ୪୦ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଏବେ ସେଠାରେ ଫଶି ରହିଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଭାରତ ପ୍ରସ୍ତୁତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀ ଭଳି ବ୍ୟାପିବା ଆରମ୍ଭ କରିଥିବା ବେଳେ ସେଠାରେ ଥିବା ପ୍ରାୟ ୬ଶହ ଭାରତୀୟଙ୍କୁ ଏୟାରଲିପ୍ଟ କରାଯାଇଥିଲା। ଏହାପରେ ସେମାନଙ୍କୁ ସେନା ଯବାନଙ୍କ ଦ୍ୱାରା କରାଯାଇଥିବା ଏକ ଶିବିରରେ ପାଖାପାଖି ୨ ସପ୍ତାହ ରଖିବା ପରେ ସମସ୍ତ ଚିକିତ୍ସା କରାଯାଇ ତାଙ୍କୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘୨୫ ବର୍ଷ ଧରି ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେ ଚିତ୍କାର କରୁଛି’

ମୁମ୍ବାଇ,୩।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଠାକରେ କହିଛନ୍ତି, ଆମେ ୨୫ ବର୍ଷ ଧରି...

ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ: ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୬।୧୨ : ଭାରତୀୟ ନୌସେନାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ...

ଯେଶାକୁ ତେସା: ବ୍ରିଟେନରୁ ଆସିଥିବା ୭ଶହ ଯାତ୍ରୀ ୧୦ ଦିନ ପାଇଁ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୫ ।୧୦: ବ୍ରିଟେନର ଯାତ୍ରା ପ୍ରତିବନ୍ଧକୁ ନେଇ ଯେଶାକୁ ତେସା ନୀତି ଆପଣାଛି ଭାରତ । ସୋମବାର ଲଣ୍ଡନରୁ ଦିଲ୍ଲୀ ପହଞ୍ଚିଥିିବା ପ୍ରାୟ ୭୦୦ ଯାତ୍ରୀଙ୍କୁ...

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର...

ଇଡି ସମନ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ ଓ ତାଙ୍କ ପୁଅ ରାହୁଲ...

କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି...

ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡରେ ଭାଜପା ଆଗୁଆ..

ଲକ୍ଷ୍ନୌ/ଡେରାଡୁନ୍‌,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହିଛି।...

କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ଜେଲରୁ ମୁକୁଳାଇଲା ତାଲିବାନ, ସୁରକ୍ଷା ଏଜେନ୍ସି ଆଲର୍ଟ

ନୂଆଦିଲ୍ଲୀ,୨୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ସୁରକ୍ଷା ଚିନ୍ତା ବଢି ଯାଇଛି । ଆମେରିକା ସେନା ଫେରିଯିବା ପରେ...

Advertisement
Archives

Model This Week