ଇରାକ୍‌ର ବୋମାମାଡ଼: ୨ ଆଇଏସ୍‌ ଆତଙ୍କବାଦୀ ନିହତ

ବାଗଦାଦ୍‌,୧୭।୮: ଇରାକ୍‌ର ବୋମାମାଡ଼ରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବ ଦିୟାଲ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ଏହି ସଫଳତା ମିଳିଥିବା କୁହାଯାଉଛି। ଏହା ସହିତ ଆଇଏସ୍‌କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ବିରୋଧୀ ଅପରେଶନ୍‌ ଜାରି ରହିଥିବା ସୁରକ୍ଷା ସମିତି ମୁଖ୍ୟ ସାଦିକ୍‌ ଅଲ୍‌ ହୁସେନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ...

ଅଜଣା ବସ୍ତୁକୁ ନେଇ ନିଜ ମତ ରଖିଲେ ରାଷ୍ଟ୍ରପତି ବାଇଡେନ୍‌

ଓ୍ବାଶିଂଟନ୍‌,୧୭।୨:ଆମେରିକାର ଆକାଶରେ ଅଜଣା ବସ୍ତୁ ଏବଂ ବେଲୁନ ଖସାଇବାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ମତ ରଖିଛନ୍ତି। ବାଇଡେନ କହିଛନ୍ତି, ଏହି ତିନୋଟି...

ପ୍ରତିଶୋଧ ମନୋଭାବ ରଖି ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ: ଭାରତ

ଜେନେଭା, ୮।୧୦: ଜାତିସଂଘ ସୁରକ୍ଷା ପରିଷଦର ଅପବ୍ୟବହାର କରି ପ୍ରତିଶୋଧ ମନୋଭାବ ରଖି କୌଣସି ଦେଶର ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାରତ...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ,...

୧୪ ଚାଇନା କମ୍ପାନୀକୁ ବ୍ଲାକ୍‌ଲିଷ୍ଟ୍‌ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ପକ୍ଷରୁ ଚାଇନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ୧୪ କମ୍ପାନୀକୁ ଆମେରିକା ବ୍ଲାକ୍‌ଲିଷ୍ଟ୍‌ ଘୋଷଣା...

ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍‌…

ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୨୨ ପଏଣ୍ଟ ଆଗରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୧୫।୮: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ପ୍ରତିଯୋଗିତାରେ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ ୨୨ ପଏଣ୍ଟ...

ଚାଇନାରେ କରୋନା ତାଣ୍ଡବ ଆରମ୍ଭ…

ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ...

Advertisement
Archives

Model This Week